ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁଖାଇ ଠାରେ ବନୋମହତ୍ସୋବ ପାଳନ

ଭାଲୁଖାଇ ଠାରେ ବନୋମହତ୍ସୋବ ପାଳନ

ପାଟଣାଗଡ଼ ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ସରମୁହାଣ ପଞ୍ଚାୟତ ଭାଲୁଖାଇ ଗ୍ରାମ୍ୟ ଜଙ୍ଗଲ ରେ କଣ୍ଟାବାଞ୍ଜି ବନାଞ୍ଚଳ ଲର୍କି ବିଭାଗ ପକ୍ଷରୁ ବନୋମହୋତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲର୍କି ଫରେଷ୍ଟର ସୁନିଲ କୁମାର ଛତ୍ରିଆ ଯୋଗଦାନ କରି କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଦର୍ଶନ ଖବରକାଗଜ ର ଉପଖଣ୍ଡ ପ୍ରତିନିଧି ପୁର୍ଣ୍ଣ ଶଶୀ ଶେଖର ରାଓ,ଫରେଷ୍ଟ ଗାର୍ଡ ଜାହ୍ନବୀ ବେହେରା, ଏ.ଜେ.ଓ୍ବାଇ ଡିଇଓ ହିମାଂଶୁ ହରପାଲ,ଭି.ଏସ.ଏସ. ସଭାପତି ସାୟତ ଅବଦୁଲ କାଦର ଖାଁ, ଗାଁ ସାଥି ବରୁଣ ରଣା ଓ ପ୍ରଦୀପ କୁମାର ବେହେରା ମଞ୍ଚାସୀନ ଥିଲେ।ଓ୍ବାଚର ବିପିନ୍ଦ୍ର ସାହୁ,ନିଲାଞ୍ଚଳ ନାଗ,ନୀଲେଶ୍ବର ବିଶ୍ବାଳ, ସମାଜସେବୀ ରୂପେଶ ଛତ୍ରିଆ ଙ୍କ ସହ ଭାଲୁଖାଇ ଗ୍ରାମବାସୀ ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ  ମାଉସୀ ମା ପରିଚାଳନା କମିଟି ଗଠନ

masiha

କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘର ମିଳିତ ଅଧିବେଶନ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାରୁ 239 ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଭେଲୋର, ତିରୁପତି ଓ ଶ୍ରୀ କଳହସ୍ତୀକୁ ଯାତ୍ରା

Sunil Chandra Nayak

Leave a Comment

error: Content is protected !!