ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ଉତ୍କେଲା, ୦୪/୦୪, :କେସିଙ୍ଗା ବ୍ଲକ ଉତ୍କେଲା କ୍ଲଷ୍ଟର ର ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ମିଶ୍ର ଙ୍କ ସଭାପତିତ୍ୱ ରେ ପାଳନ ହୋଇ ଯାଇଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟ ତ୍ରିନାଥ ମାଝୀ, ସମ୍ମାନିତ ଅତିଥି ପବନ କୁମାର ଜୈନ, ସି ଆର ସି ସି ଭୀଷ୍ମରଥି ସାହୁ, ବକ୍ତା ରୂପେ ଜୟହରୀ ପୁଟେଲ, ପରିଚାଳନା କମିଟି ସଭାପତି ନରେଶ ଶବର ମଂଚାସୀନ ରହିଥିଲେ। ଉତ୍କେଲା ବିକାଶ ମଞ୍ଚ ସଭାପତି ଅନିରୁଦ୍ଧ ସାହୁ, ସମ୍ପାଦକ ଟଙ୍କଧର ନାଏକ, ସଦସ୍ୟ ବସନ୍ତ ପୁରୋହିତ, ବେଲାଲସନ ବେହେରା, ନବ କିଶୋର ନାଏକ ମର୍ଦରାଜ ସାହୁ, ଅଭିରାମ ପୁଟେଲ ଗିରିଜା ବେହେରା, ପଞ୍ଚୁନାଥ ପୁଟେଲ, ରବୀନ୍ଦ୍ର ସାହୁ, ବିନୋଦ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା ଅର୍ଜୁନ ପୋଢ଼ କରିଥିବା ବେଳେ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଉପଲକ୍ଷେ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମାପନ ହୋଇଥିଲା । 

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁଙ୍କ ହୃଦୟ ଥିଲା ବିଶ୍ବବ୍ୟାପୀ 

Sunil Chandra Nayak

କଳାହାଣ୍ଡି କଳଚୁରୀ କଳାର ସେନା ରଯୁବ ସମ୍ମୀଳନୀ ଅନୁଷ୍ଠିତ

Sunil Chandra Nayak

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

masiha

Leave a Comment

error: Content is protected !!