ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦାବ୍ରୀ ବୁଢ଼ାଦେଓ ଉଚ୍ଚ ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଳାଦ ବେହେରା ଙ୍କ ଅଧକ୍ଷତାରେ ଖେଳ ଶିକ୍ଷକ ମକରର୍ଧଜ୍ ରଣା ଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳିନ ଉତ୍ସବ କରାଯାଇଥିଲା। ଏଥିରେ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶୁସିଲ କୁମାର ହେର୍ଣା, ସୁଶାନ୍ତ କୁମାର ମେହେର, ଡଗ୍ରେଶ୍ବର ମେହେର, ହିନ୍ଦୀ ଶିକ୍ଷକ କ୍ରୃଷ୍ନଚନ୍ଦ୍ର ମେହେର ସଂସ୍କୃତ ଶିକ୍ଷକ ମହେଶ୍ୱର ଛତ୍ରୀଆ, ଚତୁର୍ଥ କର୍ମଚାରୀ ରାଜେନ୍ଦ୍ର ଭୋଇ,ଚମ୍ପେଶ୍ବର ହଂସ,ଦେବରାଜ ହଂସ, ଗଣପତି ଜଗତ ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖାସବାହାଲ ଠାରେ ବ୍ଲକ ସ୍ତରୀୟ ଯାଦବ ସମାଜ ବୈଠକ

Sunil Chandra Nayak

ନବ କୁମାର ଦାସ ଙ୍କ ଗଳ୍ପ ଅଧର୍ମର ବିନାଶ

Sunil Chandra Nayak

ଜନ୍ମାଷ୍ଟମୀ ବ୍ରତ ପୁସ୍ତକ ଉନ୍ମୋଚନ ଓ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!