ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ଚକା ଲଗାଉଥିବା ବେଳେ ଚକା ଫାଟି ହେଲପର ମୃତ

ଚିଲିଗୁଡା(ମ ନି ସ) ବଲଧିଅମାଲ ନିକଟସ୍ଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଅଟକି ରହିଥିବା ଏକ ଟ୍ରକରେ ଚକ ଲଗାଉଥିବା ବେଳେ ଆକସ୍ମିକ ଭାବେ ଚକାଫାଟି ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଜୁନାଗଡ଼ ଥାନା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଧିଆମାଲ ସ୍ଥିତ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଗାଡି ନମ୍ବର ଓଆର ୧୯ କେ ୯୫୩୯ ଏକ ଟ୍ରକ ଅଟକି ରହିଥିଲା । କୌଣସି କାରଣ ଏହି ଟ୍ରକରେ ହେଲପର ଟ୍ରକର ପଛ ଚକ ଖୋଲିକି ଲଗାଇଥିଲେ । ଏହି ସମୟରେ ହଠାତ ଆକସ୍ମିକ ଭାବେ ଟ୍ରକ ଚକ ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଟ୍ରକରେ ହେଲପର ଥିବା ଯୁବକ ଙ୍କ ନାମ କମଳାକାନ୍ତ ବନ୍ଧିଛୋଡ ବୋଲି ଜଣାପଡିଛି । ସେହିଭଳି ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ାର ଟ୍ରକ ମାଲିକ ଅନୀଲ ମେହେର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି କେସ ନଂ ୨୬୮/୨୨ରେ ଏକ ମାମଲା ରୁଜୁ କରିଥିଲେ । ପରେ ଶବକୁ ଜବତ କରି ଜୁନାଗଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

ଶ୍ରୀ ଭ୍ରମର ବାଗ ଙ୍କ କବିତା ଦୁର୍ଗା

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୧

Sunil Chandra Nayak

କେତେଥର ଓ କାହିଁକି ପ୍ରତିଜ୍ଞା ଭାଙ୍ଗିଥିଲେ ଗାନ୍ଧାରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort