ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ ଭିଜିଲାନ୍ସ ହାତରେ ବନ୍ଧା ହେଲେ। ବିଭିନ୍ନ ଦୁର୍ନୀତି ଅଭିଯୋଗ ଙ୍କୁ ତଦନ୍ତ କରି କୋରାପୁଟ ଭିଜିଲାନ୍ସ କେଶ ନମ୍ବର 15/4.4.2025ରେ ଏକ ମାମଲା ରୁଜୁ କରି ଦୁଇଜଣ ଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ସୂଚନା ମୁତାବକ ସରପଞ୍ଚ ତୁକାରାମ ହିଆଲ ଓ ପୂର୍ବତନ ପିଇଓ ଭୀଷ୍ମରାଜ ମେହେର ପଂଚାୟତ ଙ୍କୁ ଆସିଥିବା 15 th ସିଏଫସି ଅର୍ଥ ଙ୍କୁ କାମ ନକରି ହେର ଫେର ଅଭିଯୋଗରେ ଦୁଇ ଜଣକୁ ଗିରଫ କରିଛି କଳାହାଣ୍ଡି ଭିଜିଲାନ୍ସ, ଗିରଫ ପରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା:   ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି

masiha

Leave a Comment

error: Content is protected !!