ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାବା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

ସାବା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

ଆସିକା, ୬/୪/୨୫ // ଧରାକୋଟ ବ୍ଲକର ସାବା ଠାରେ ବ୍ୟାଘ୍ରମ୍ୱର କ୍ରିକେଟ ଟୁର୍ଣାମେଣ୍ଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଟୁକୁନା ଗୌଡ଼, ବନପାଳ ସୁଧୀର ପଟନାୟକ,ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ, ପୂର୍ବତନ ସରପଂଚ ଶାନ୍ତନୁ ବିଷୋୟୀ, ସମାଜସେବୀ ମନୋଜ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ଦିନର ଖେଳରଘୁନାଥ ପୁର ଓ ତାକରଡ଼ା ମଧ୍ୟରେ ଖେଳା ଯାଇଥିବା ବେଳେ ଏଥିରେ ରଘୁନାଥ ପୂର୍ ବିଜୟୀ ହୋଇଥିଲା । ଏସ ବି ସି ସି ଦ୍ଵାରା ଆୟୋଜିତ ଏହି ଖେଳ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ 16 ଗୋଟି ଦଳ ଅଂଶ ଗ୍ରହଣ କରିବେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ମା କାଲିକେଶ୍ୱରୀ କ୍ରିକେଟ ଫାଇନାଲ,ବଡ଼ ପୁଝାରିଗୁଡା ଦଳ ଚାମ୍ପିୟାନ

Sunil Chandra Nayak

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

ହସ୍ତବାହିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହସ୍ତବାହିନୀ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!