ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

 ମୟୂରଭଞ୍ଜ-୧୧/୪ // ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ହାଟବାଦଡାଠାରେ ଏକ ନୁଆ କମ୍ପ୍ୟୁଟର ସେଣ୍ଟର୍ ଶୁଭ ଉଦଘାଟିତ ହୋଇଯାଇଛି I ଡିଜିଟାଲ ଯୁଗ ଚାଲିଛି । ତେଣୁ ଡିଜିଟାଲ ଜ୍ଞାନ ଆହରଣ କରି ଯୁଗ ସହିତ ତାଳ‌ଦେଇ ଚାଲିବାକୁ ପଡିବ । ତେଣୁ ଆବଶ୍ୟକୀୟ କମ୍ପ୍ୟୁଟର ଜ୍ଞାନ ସମସ୍ତଙ୍କୁ ଶିଖିବାକୁ ପଡ଼ିବ । ତେଣୁ ଅଂଚଳ ବାସୀଙ୍କୁ କମ୍ପ୍ୟୁଟର ଜ୍ଞାନ ଦେବା ପାଇଁ ପାଦେ ଆଗେଇଛି ଲଞ୍ଚ ଉଇଣ୍ଡୋ ଏଡୁକେସନ । ସମସ୍ତଙ୍କୁ ଅଳ।ପ ଖର୍ଚ୍ଚରେ ଅଭିଜ୍ଞ ଶିକ୍ଷକ ଙ୍କ ଦ୍ଵାରା କମ୍ପ୍ୟୁଟର ଜ୍ଞାନ ଦିଆଯିବ । ତେଣୁ ଅଂଚଳବାସୀ ଏହାର ସୁଯୋଗ ନିଅନ୍ତୁ ଓ ପ୍ରଶିକ୍ଷିତ ହୁଅନ୍ତୁ ।ବ ହାଟବାଦଡାଠାରେ ଏକ ନୁଆ କମ୍ପ୍ୟୁଟର ସେଣ୍ଟର ଉଦଘାଟିତ ହୋଇଛି । ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟର ଟ୍ରଷ୍ଟି ଦୀପକ କୁମାର ବେହେରା ଓ କୋ- ଡାଇରେକ୍ଟର ଆଶିଷ କୁମାର ଦଳେଇ ଙ୍କ ତତ୍ତ୍ଵାବଧାନରେ ହାଟବାଦଡା ସେଣ୍ଟର୍ ର ମୁଖ୍ୟ ଲକ୍ଷ୍ମୀକାନ୍ତ ପାତ୍ର, ଦେବଦତ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 ଏହି କମ୍ପ୍ୟୁଟର ସେଣ୍ଟର୍ ରେ କମ୍ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପାଇ ପାରିବେ ତାହା ଟ୍ରଷ୍ଟର ଲକ୍ଷ ବୋଲି ସେଣ୍ଟର୍ ର ମୁଖ୍ୟ ଶ୍ରୀ ପାତ୍ର ଜଣାଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ  ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୨ ଟି ଅଭିଯୋଗର ଶୁଣାଣି 

masiha

Leave a Comment

error: Content is protected !!