ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

ହାଟବାଦଡାରେ ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟ ଆନୁକୂଲ୍ୟରେ କମ୍ପ୍ୟୁଟର ସେଣ୍ଟର୍ ଉଦ୍ଘାଟିତ 

 ମୟୂରଭଞ୍ଜ-୧୧/୪ // ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ହାଟବାଦଡାଠାରେ ଏକ ନୁଆ କମ୍ପ୍ୟୁଟର ସେଣ୍ଟର୍ ଶୁଭ ଉଦଘାଟିତ ହୋଇଯାଇଛି I ଡିଜିଟାଲ ଯୁଗ ଚାଲିଛି । ତେଣୁ ଡିଜିଟାଲ ଜ୍ଞାନ ଆହରଣ କରି ଯୁଗ ସହିତ ତାଳ‌ଦେଇ ଚାଲିବାକୁ ପଡିବ । ତେଣୁ ଆବଶ୍ୟକୀୟ କମ୍ପ୍ୟୁଟର ଜ୍ଞାନ ସମସ୍ତଙ୍କୁ ଶିଖିବାକୁ ପଡ଼ିବ । ତେଣୁ ଅଂଚଳ ବାସୀଙ୍କୁ କମ୍ପ୍ୟୁଟର ଜ୍ଞାନ ଦେବା ପାଇଁ ପାଦେ ଆଗେଇଛି ଲଞ୍ଚ ଉଇଣ୍ଡୋ ଏଡୁକେସନ । ସମସ୍ତଙ୍କୁ ଅଳ।ପ ଖର୍ଚ୍ଚରେ ଅଭିଜ୍ଞ ଶିକ୍ଷକ ଙ୍କ ଦ୍ଵାରା କମ୍ପ୍ୟୁଟର ଜ୍ଞାନ ଦିଆଯିବ । ତେଣୁ ଅଂଚଳବାସୀ ଏହାର ସୁଯୋଗ ନିଅନ୍ତୁ ଓ ପ୍ରଶିକ୍ଷିତ ହୁଅନ୍ତୁ ।ବ ହାଟବାଦଡାଠାରେ ଏକ ନୁଆ କମ୍ପ୍ୟୁଟର ସେଣ୍ଟର ଉଦଘାଟିତ ହୋଇଛି । ଲଞ୍ଚ ୱାଇଣ୍ଡୋ ଏଡୁକେଶନ ଟ୍ରଷ୍ଟର ଟ୍ରଷ୍ଟି ଦୀପକ କୁମାର ବେହେରା ଓ କୋ- ଡାଇରେକ୍ଟର ଆଶିଷ କୁମାର ଦଳେଇ ଙ୍କ ତତ୍ତ୍ଵାବଧାନରେ ହାଟବାଦଡା ସେଣ୍ଟର୍ ର ମୁଖ୍ୟ ଲକ୍ଷ୍ମୀକାନ୍ତ ପାତ୍ର, ଦେବଦତ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 ଏହି କମ୍ପ୍ୟୁଟର ସେଣ୍ଟର୍ ରେ କମ୍ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପାଇ ପାରିବେ ତାହା ଟ୍ରଷ୍ଟର ଲକ୍ଷ ବୋଲି ସେଣ୍ଟର୍ ର ମୁଖ୍ୟ ଶ୍ରୀ ପାତ୍ର ଜଣାଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଥଇଥାନ ହେଲେ ଦୁଇ ଅନାଥ ଶିଶୁ  

masiha

ତିରିଂ ବ୍ଲକରେ ୮ ଅକ୍ଟୋବର ଓଡିଶା ବନ୍ଦ ଡାକରା କଂଗ୍ରେସ ଓ ସିପିଆଇ ତରଫରୁ ଵନ୍ଦ

Sunil Chandra Nayak

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

Leave a Comment

error: Content is protected !!