ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

କଟକ,୧୪।୪ : ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ଭାରତରତ୍ନ ବି.ଆର. ଆମ୍ବେଦକରଙ୍କ ୧୩୪ ତ୍ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସ୍କୃତିଚାରଣ ସଭାରେ ସଭାପତି ସରୋଜ ନଳିନୀ ପରିଜା,ଉପସଭାପତି ଉପେନ୍ଦ୍ର ବାରିକ, ରୁଦ୍ରନାରାୟଣ ଦାସ,ଶିକ୍ଷକ ମିହିର କୁମାର ନାୟକ.ଶିକ୍ଷକ ସନ୍ତୋଷ କୁମାର ଭୋଇ,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବରେଣ୍ୟ ବକ୍ତାଗଣ ଉପଦେଶ ଦେଇଥିଲେ । ତାଙ୍କ ମହାନ ଆତ୍ମାକୁ ସମ୍ମାନ ଜଣାଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମୁଣ୍ଡଫଟା ଖରା ସାଙ୍ଗକୁ ଦାଉ ସାଧୁଛି ବିଦୂତ କାଟ

Sunil Chandra Nayak

୪ଦଫା ଦାବୀ ନେଇ ଗୋଲାମୁଣ୍ଡାକୃଷି ଅଫିସ ସଂମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଲାବ୍ୟାଚ ପିନ୍ଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ , ସରକାର ଦାବୀ ପୂରଣ ନ କଲେ ଆଗାମୀ ୧ରୁ ସାମୁହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

Sunil Chandra Nayak

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

Leave a Comment

error: Content is protected !!