ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

କଟକ,୧୪।୪ : ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ଭାରତରତ୍ନ ବି.ଆର. ଆମ୍ବେଦକରଙ୍କ ୧୩୪ ତ୍ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସ୍କୃତିଚାରଣ ସଭାରେ ସଭାପତି ସରୋଜ ନଳିନୀ ପରିଜା,ଉପସଭାପତି ଉପେନ୍ଦ୍ର ବାରିକ, ରୁଦ୍ରନାରାୟଣ ଦାସ,ଶିକ୍ଷକ ମିହିର କୁମାର ନାୟକ.ଶିକ୍ଷକ ସନ୍ତୋଷ କୁମାର ଭୋଇ,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବରେଣ୍ୟ ବକ୍ତାଗଣ ଉପଦେଶ ଦେଇଥିଲେ । ତାଙ୍କ ମହାନ ଆତ୍ମାକୁ ସମ୍ମାନ ଜଣାଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

ସମାଜ ସଂସ୍କାର ସମିତି ବଡ଼ପଡା ର ବାର୍ଷିକ ବନ୍ଧୁ ମିଳନ ରେ ସାମ୍ବାଦିକଙ୍କ ପିତା ଙ୍କ ସ୍ମୃତି ରେ ଉପଢୌକନ ପ୍ରଦାନ

Sunil Chandra Nayak

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

masiha

Leave a Comment

error: Content is protected !!