ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା 

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା 

ଜୁନାଗଡ଼ ୧୫/୪(ମନୀ ସ) ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ ଜୁନାଗଡ଼ ବ୍ଲକ ଓ ନଗରକଂଗ୍ରେସ ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରରୁ ସଂନ୍ଧ୍ୟରେ କେଣ୍ଡେଲ ଶୋଭାଯାତ୍ରା କରାଯାଇ ଶାନ୍ତିପୂର୍ଣ ପ୍ରତିବାଦ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମ ରେ ନଗର ସଭାପତି ଅମିତ ଅଗ୍ରୱାଲ ଏବଂ ବ୍ଲକ ସଭାପତି ପରମେଶ୍ୱର ମୋଟେଲ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଏହି ପ୍ରତିବାଦ କରିଥିଲେ l ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ପ୍ରଭାତ ଦାସ ଏବଂ ବରିଷ୍ଠ ସଦସ୍ୟ ନବୀନ ଟାକିରୀ, କୁମୁଦ ଗହୀର, ସାଧୁ ଭୋଇ, ମନ କାଣ୍ଡ, ଫିରୋଜ ମାଝୀ, ବିଶେଶ୍ୱର ମାଝୀ, ସତ୍ୟ ବଶ୍ୟ, ସୁନ୍ଦରଲାଲ କୁମାର ପ୍ରମୁଖ ସମେତ ଶତାଧିକ କଂଗେସ କର୍ମୀ ସାମିଲ ହୋଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ

ଭାରତୀୟ ଜନତା ପାର୍ଟିର ମଣ୍ଡଳ ପ୍ରବାସ ବୈଠକ ଅନୁଷ୍ଠିତ

Sunil Chandra Nayak

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

masiha

Leave a Comment

error: Content is protected !!