ପୂଜାରିଗୁଡ଼ା ରେ ନିର୍ବାଚନୀ ରଣ ନୀତି ପାଇଁ କଂଗ୍ରେସ୍ ଦଳ ର ଵୈଠକ
ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ତରଫରୁ ଆଗାମୀ ନିର୍ବାଚନ ପ୍ରଚାର ପ୍ରସାର ଓ ପରିଚାଳନା ନେଇ ଏକ ବୈଠକ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ଙ୍କ ସଭାପତିତ୍ବରେ ଆଜି ପୂଜାରୀଗୁଡ଼ା ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ବୈଠ କରେ 21 ଜଣିଆ ପ୍ରଚାର କମିଟି ଗଠ ନ କରାଯାଇଛି। ଏହାର ଅଧ୍ୟକ୍ଷତା ବ୍ଲକ କଂଗ୍ରେସ ସଭାପତି ହିଆଲ୍ କରିବାକୁ ଥିବା ବେଳେ ପି ସି ସି ସମ୍ପାଦିକା ପି ନାଗ ରତ୍ନମା ,ଦ୍ବାରିକା ମହାପାତ୍ର ,ଭୀମସେନ ପାଣିଗ୍ରାହୀ,ବସନ୍ତ ପାଣିଗ୍ରାହୀ ,କିଶୋର ସିଂ , ସୁଧୀର ସୁନା , ଅନୁରଞ୍ଜନ ହିଅଲ୍,ଭାସ୍କର ସୁନା, ପଙ୍କଜ ଖୁରା,ଜୟ ଚନ୍ଦ୍ର ଦଂଗ୍ରି,ବିଶ୍ଵନାଥ ସିଂ ସୁନିଲ ସିଂ ,ବିଜୟ ଖୂରା,ବୃନ୍ଦାବନ ବିଶୋଇ ,ବ୍ରଜ ସୁନା ,ଦୁର୍ଲଭ ଗୌଡ,ପ୍ରଦୀପ ନାୟକ ପ୍ରମୁଖ ଙ୍କୁ ମନୋନୀ ତ କରାଯାଇଛି। ଆସନ୍ତା 18 ଏପ୍ରିଲ ଗୁରୁବାର ଦିନ ଏକ ବିରାଟ ସାଧାରଣ ସଭା ପୂଜାରିଗୁଡା ରେ କରାଯାଇ ପ୍ରଚାର ଆରମ୍ଭ କରିବା ନିଷ୍ପତ୍ତି ହୋଇଥିଲା।ଏହି ବୈ ଠ କ ରେ ବ୍ଲକ ର ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।