ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଦେ ମାତରଂ ଗାନ କୁ କଂଗ୍ରେସର ଅବମାନନା ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ

ବନ୍ଦେ ମାତରଂ ଗାନ କୁ କଂଗ୍ରେସର ଅବମାନନା ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ

ରାଇରଙ୍ଗପୁର – ୧୭/୦୮ ସ୍ଵାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ବନ୍ଦେ ମାତରଂ ଗାନ କୁ ଅବମାନନା ନେଇ ବିଜେପି ଓ କଂଗ୍ରେସର ତୁ ତୁ ମେଁ ମେଁ ।ସୂଚନାଯୋଗ୍ୟ ବିଜେପି ଅଭିଯୋଗ କରୁଛି କଂଗ୍ରେସ କାର୍ଯ୍ୟାଳୟରେ ବନ୍ଦେ ମାତରଂ ଗାନ ସମୟରେ ସୋନିଆ ଗାନ୍ଧୀ କର୍ମୀମାନଙ୍କୁ କିଛି ଇସାରା ଦେଉଥିବା ଭିଡ଼ିଓରେ ଦେଖାଯାଉଥିଲା ।ତେଣୁ ଏହା ବିରୋଧରେ ବିଜେପି ଯୁବମୋର୍ଚ୍ଚା ପ୍ରତିବାଦ ପାଇଁ ରାଜରାସ୍ତାକୁ ଓହ୍ଲାଇବା ସହ କଂଗ୍ରେସ ଦେଶବାସୀଙ୍କୁ ଭୁଲ ମାଗୁ ।ଏହାକୁ ନେଇ ରାଇରଙ୍ଗପୁର ରେ ବିଜେପି ଯୁବମୋର୍ଚା ତରଫରୁ ଏକ ପ୍ରତିବାଦ ସଭା କରାଯାଇଥିଲା ।ଏଥିରେ ସାଂସଦ ପ୍ରତିନିଧି ଅଶୋକ ମହାନ୍ତ, ନଗର ସଭାପତି ସୁନିଲ ମହାନ୍ତ,ଆଇଟି ସେଲର ଶଶାଙ୍କ କୁମାର, ଯୁବ ମୋର୍ଚା ସଭାପତି ହ୍ରତିକ ରଞ୍ଜନ, ବିକାଶ ରାୟ, ଚନ୍ଦନ ମହାନ୍ତ,ମିଟୁ ବେହେରା, ଦୀପକ ଶର୍ମା,, ଲିଟୁ ମହାନ୍ତି, ରଣଜିତ ବେହେରାଙ୍କ ସମେତ ଅନ୍ଯମାନେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ଼୍ବାଳ

Related posts

ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗ  ରାଜ୍ୟର ସମସ୍ତ ମଣ୍ଡଳରେ ହେବ “ଜନ ଆକ୍ରୋଶ ମହିଳା ପଦଯାତ୍ରା”: ଅନିତା ଶୁଭଦର୍ଶିନୀ ପଟ୍ଟନାୟକ

Sunil Chandra Nayak

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

masiha

ଯୁବନେତା ଅନିଲଙ୍କୁ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ବ 

Sunil Chandra Nayak

Leave a Comment

error: Content is protected !!