ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା 

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା 

ଜୁନାଗଡ଼ ୧୫/୪(ମନୀ ସ) ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ ଜୁନାଗଡ଼ ବ୍ଲକ ଓ ନଗରକଂଗ୍ରେସ ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରରୁ ସଂନ୍ଧ୍ୟରେ କେଣ୍ଡେଲ ଶୋଭାଯାତ୍ରା କରାଯାଇ ଶାନ୍ତିପୂର୍ଣ ପ୍ରତିବାଦ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମ ରେ ନଗର ସଭାପତି ଅମିତ ଅଗ୍ରୱାଲ ଏବଂ ବ୍ଲକ ସଭାପତି ପରମେଶ୍ୱର ମୋଟେଲ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଏହି ପ୍ରତିବାଦ କରିଥିଲେ l ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ପ୍ରଭାତ ଦାସ ଏବଂ ବରିଷ୍ଠ ସଦସ୍ୟ ନବୀନ ଟାକିରୀ, କୁମୁଦ ଗହୀର, ସାଧୁ ଭୋଇ, ମନ କାଣ୍ଡ, ଫିରୋଜ ମାଝୀ, ବିଶେଶ୍ୱର ମାଝୀ, ସତ୍ୟ ବଶ୍ୟ, ସୁନ୍ଦରଲାଲ କୁମାର ପ୍ରମୁଖ ସମେତ ଶତାଧିକ କଂଗେସ କର୍ମୀ ସାମିଲ ହୋଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି ମହିଳାଙ୍କୁ ସାମ୍ୱିଧାନିକ ପଦରେ ଅବସ୍ଥାପିତ କରିବା କ୍ଷେତ୍ରରେ, ଦେଶରେ ବିଜେଡି ସର୍ବାଗ୍ରେ 

Sunil Chandra Nayak

ସମ୍ବିଧାନ ବଞ୍ଚାଅ ନେଇ’ ପ୍ରସ୍ତୁତି ପାଇଁ କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ 

masiha

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!