ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

ବସ୍ତା:୩।୭, ବସ୍ତା ବି.ଜେ.ପି. ଯୁବ ମୋର୍ଚ୍ଚା ତରଫରୁ  ସଭାପତି ଧୀରେନ କୁମାର ସେଠୀଙ୍କ ନେତୃତ୍ଵରେ ବସ୍ତା ନିର୍ବାଚନ ମଣ୍ଡଳୀ  ତରଫରୁ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାରେ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗାନ୍ଧିଛକ ନିକଟରେ ତାଙ୍କର କୁଶପୁତ୍ତଳିକା ଦାହ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବସ୍ତା ନେତା ରବୀନ୍ଦ୍ର ଅଣ୍ଡିଆ, ବସ୍ତା ମଣ୍ଡଳ ସଭାପତି ରଞ୍ଜନ ମହାନ୍ତି,ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକ, ପୂର୍ବତନ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ଜିଲ୍ଲା ନେତା ସୂର୍ଯ୍ୟ ନାରାୟଣ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରଜେନ୍ ପରିଡ଼ା,ରାଧାଶ୍ୟାମ ମହାପାତ୍ର,ଗୌରବ ଅଣ୍ଡିଆ, ପ୍ରକାଶ କୁମାର କୁଣ୍ଡୁ , ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ରମେଶ ରାଉଳ , ନୀହାର ରଞ୍ଜନ ବେହେରା , ଅଜୟ ଜେନା , ଶରତ ବାରିକ, ନିଧିଆ ମାରାଣ୍ଡି  , କେଦ।ର ପାଣି,ମନୋଜ ବେହେରା, ବିନୟ କେତନ ଜେନା,ତାରାକାନ୍ତ ପାଣି,ହରିହର ପରିଡା ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରଯାଇଥିଲା। ସର୍ବଶେଷରେ ମଣ୍ଡଳ ଯୁବମୋର୍ଚ୍ଚା ଉପସଭାପତି ସରୋଜ କୁମାର ଗିରି ଧନ୍ୟବାଦ ଦେବାପରେ ସଭା ସାଙ୍ଗ ହୋଇଥିଲା।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

ଦୁର୍ନୀତି ଓ ଭ୍ରଷ୍ଟଚାର ବିରୋଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ବିଳନୀ

masiha

ରାଇରଙ୍ଗପୁରରେ ପୁରୀ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

masiha

Leave a Comment

error: Content is protected !!