ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ବଳଭଦ୍ରେଶ୍ୱର ପ୍ରହରୀ କମିଟି ପକ୍ଷରୁ ୨୪ ପ୍ରହର ନମଯଜ୍ଞ ଅନୁଷ୍ଟିତ କେବାକୁ ଯାଉଛି।୨୧ ତାରିଖ ରେ ଆରମ୍ଭ ହେବାକୁ ଥିବା ନାମ ଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ କାର୍ଯ୍ୟକ୍ରମ କରି ସମସ୍ତ ପ୍ରସ୍ତୁତି ଜୋର୍ ସୋର୍ ରେ ଚାଲିଥିବା ବେଳେ ଚଳିତ ବର୍ଷ ର ଯଜ୍ଞ କର୍ତ୍ତା ଭାବରେ ଶ୍ରୀଯୁକ୍ତ ନରସିଂହ ନାଏକ୍ ଓ ତାଙ୍କ ଧର୍ମପତ୍ନୀ ସୁନୀତା ନାଏକ୍ କାର୍ଯ୍ୟଭାର ତୁଲାଇବାକୁ ଥିବା ବେଳେ ପୂଜକ ପଣ୍ଡିତ ଭାବରେ ଶ୍ରୀଯୁକ୍ତ ସୁନାସିର ମିଶ୍ର ଓ ଦୟାନିଧି ବିଶି ଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଯଜ୍ଞ ରେ  କଳାହାଣ୍ଡି ଜିଲ୍ଲା ସହିତ ବଲାଙ୍ଗୀର, ବରଗଡ,ଓ ରାୟଗଡ଼ା ଜିଲ୍ଲାରୁ୧୨ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେବେ ବୋଲି ଉପ ସଭାପତି ବିଜୟ କୁମାର ପଣ୍ଡା ସୂଚନା ଦେଇଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜଳଛତ୍ର ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି କମିଟି ର ସଭାପତି ଶ୍ରୀଯୁକ୍ତ ଅଭୟ କୁମାର୍ ଚାନ୍ଦ୍। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

masiha

ଦେବସ୍ନାନ ପୁର୍ଣିମା ପାଳିତ

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

Leave a Comment

error: Content is protected !!