ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୟ ଶ୍ରୀ ରାମ କ୍ଲବ ତରଫରୁ ୪୨ ମୌଜାରେ ଦିବାରାତ୍ର କ୍ରିକେଟ୍ ଖେଳ ଅନୁଷ୍ଟିତ        

ଜୟ ଶ୍ରୀ ରାମ କ୍ଲବ ତରଫରୁ ୪୨ ମୌଜାରେ ଦିବାରାତ୍ର କ୍ରିକେଟ୍ ଖେଳ ଅନୁଷ୍ଟିତ        

କଟକ : ୪୨ ମୌଜା କଳପଡ଼ା ପଞ୍ଚାୟତ ପଡିଆରେ ଜୟ ଶ୍ରୀ ରାମ କ୍ଲବ ତରଫରୁ ଏକ ଦିବାରାତ୍ର କ୍ରିକେଟ ଖେଳ ଅନୁଷ୍ଠିତ ହୋଇ ଏଥିରେ ଆଠ ଗୋଟି ଟିମ୍ ଭାଗ ନେଇଥିଲେ । ଏହି ଖେଳରେ ରାଇଜିଂଷ୍ଟାର କଳପଡା ବିଜେତା ହେଇଥିଲା ଏବଂ ରନର୍ସଅପ ଟିମ୍ ଭାବେ ମା ବରୁଣେଇ ଟିମ୍ ଦେଉଳି ହୋଇଥିଲେ । ବିଜେତା ଟିମକୁ କପ୍ ଓ ୫୦୦୦ ଟଙ୍କା ଓ ରନର୍ଶଅପକୁ କପ୍ ଓ ୪୦୦୦ ହଜାର ଟଙ୍କା ଦିଆ ଯାଇଥିଲା । ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଖେଳରେ ମୁଖ୍ୟ ଅତିଥି ସମାଜସେବୀ ସମୀର ପଣ୍ଡା,ସମ୍ମାନୀୟ ଅତିଥି ଡ଼.ଅଜୟ କୁମାର ପତି,ପଣ୍ଡିତ ପ୍ରତାପ କୁମାର ପତି,ପ୍ରାଣୀ ଚିକିତ୍ସକ ମନମୋହନ ପତି,ଓଡ଼ିଶା ରାଷ୍ଟ୍ରବାଦୀ ସଂଘର ସଭାପତି ଇଂ.ଗିରିଜା ଶଙ୍କର ପତି,ଭାରତୀୟ କିସାନ ସଂଘର ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ପତି,ମହାବୀର ଅଳଙ୍କାରର ଅଧ୍ୟକ୍ଷ ଫକୀର ବିହାରୀ,ଅନିଲ ମହାପାତ୍ର,ରସାନନ୍ଦ ବେହେରା,ପିତାମ୍ୱର ମୁଦୁଲି,ଖିତିସ ପଣ୍ଡା,ଯୁବରାଜ ପଣ୍ଡା,ଶୁଭ୍ରାଂଶୁ ଶେଖର ସ୍ବାଇଁ,ମନମୋହନ ସାହୁ,ଯଶବନ୍ତ ପତି,ଜୟନ୍ତ ପତି,ସଚ୍ଚିକାନ୍ତ ବେହେରା,ତ୍ରିଲୋଚନ ପତି,ଆସିସ ପତି,ପ୍ରମୋଦ ପତି,ଯଶସ୍ରି ପତି,ପିଲୁ,ରାମ ଚନ୍ଦ୍ର ପ୍ରଧାନ,ଉଦ୍ଘୋଷକ ଚନ୍ମୟ ମହାପାତ୍ର,ଖେଳ ପରିଚାଲକ ବିଶ୍ବରଂଜନ ଦାସ,ବିଦ୍ୟାଧର ପତି,ରାକେଶ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ବିଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପି.ଏସ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ମହିଳା ଖେଳାଳିମାନ “ଖେଲ ଇଣ୍ଡିଆ ଊମେନସ ଲିଗରେ ” ୬ ଟି ସ୍ବର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୬ ଟି କାଂସ୍ୟ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗର୍ବିତ କରିଛନ୍ତି

masiha

ଡାଲଗୁମା ଠାରେ ଲଟିଆ ମାଝୀ ସ୍ମାରକୀ  ଫୁଟବଲ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!