ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଯୋରୋ ପଡା ବେଡାଭଟା ଜେ ପି ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

 ଗୋଳାମୁଣ୍ଡା/୨୩/୧୨/୨୦୨୨,ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଛଲା ପଞ୍ଚାୟତ ଯୋରୋପଡା ଗ୍ରାମରେ ସାତ ଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଯୋରୋପଡା ଗ୍ରାମର ସମସ୍ତ ଜନ ସାଧାରଣ ଓ ଝାଙ୍କର ଶ୍ରୀଯୁକ୍ତ ଅଙ୍କୃର ଝାଙ୍କର ଓ କଳାହାଣ୍ଡି ବିଖ୍ୟାତ ସଂସ୍କୃତିକ କଲା କାର ଶ୍ରୀଯୁକ୍ତ କୌତୁକ କଟା ଡକା ଦଲ କୁ ନେଇ ଉପସ୍ଥିତ ରହି ମଶାଳ୍ ଯାତ୍ରା ଆରମ୍ଭ କରିଥିଲେ । ମାଁ ମାଉଳି ପିଠ ଠାରୁ ମାଁ ଠାକୁରାଣୀ ଦେବୀ ପିଠ ଠାରେ ପୂଜା ଆରମ୍ଭ କରି ବେଡାଭଟା ଫିଲ୍ଡ ପ୍ରଜନ୍ତ ମଶାଳ ଯାତ୍ରା ଆରମ୍ଭ ହୋଇଥିଲା। ସେଥିରେ ଖେଳ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ବାଗ ଉପସଭାପତି ଗୁଲାର ତାଣ୍ଡି। ପ୍ରଥମ ଖେଳ ଉଛଲା ଏବଂ ସେଁପୁର, ଏମପିୟାର ଲକ୍ଷ୍ମଣ ମାଝୀ ଓ ଗୁଲାର ତାଣ୍ଡି। ମୁଖ୍ୟ ଅତିଥି ଉଛଲା ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ପୂର୍ଣ୍ଣମୀ ଶବର ,ଶ୍ରୀଯୁକ୍ତ ପିତାମ୍ବର ଶବର ଓ ଯୋରୋପଡା ମୁଖ୍ୟ ଅତିଥି ଗୋବର୍ଦ୍ଧନ ମାଝୀ,ଘନଷ୍ଟି ବାଗ,ଗୌତମ ତାଣ୍ଡି,ରାଜୁ ବାଗ,ହରେରାମ ବାଗ,ଫଟୁଲାଲ ବାଗ,ଦିନ ମହାନନ୍ଦ,ଲବଣୀ ତାଣ୍ଡି, ସମେଶ୍ବର ତାଣ୍ଡି, ସନ୍ୟାସୀ ଖୁରା,କେଦାର ଶବର, ସେଥିରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି କ୍ରିକେଟ ଖେଲ ଆରମ୍ଭ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା

Related posts

ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସମର କପ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ 

ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ 

masiha

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!