ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଯୀଶୁଙ୍କ ପୁନରୁଥାନ ଦିବସ ପାଳନ କଲେ ଚର୍ଚ୍ଚରେ କ୍ରିଷ୍ଟ ଧର୍ମବଲମ୍ବି 

ଆଜି ଯୀଶୁଙ୍କ ପୁନରୁଥାନ ଦିବସ ପାଳନ କଲେ ଚର୍ଚ୍ଚରେ କ୍ରିଷ୍ଟ ଧର୍ମବଲମ୍ବି 

ବନ୍ଧୁଗାଁ ତା, ୨୧/୪/୨୫, ଆଜି ହେଉଛି ଯୀଶୁଙ୍କର ପୁନରୁଥାନ ଦିବସ ଭାବରେ ସାରା ଜଗତରେ ରହିଥିବା କୃଷ୍ଟୀୟ ଧର୍ମ ବଲମ୍ବି ର ଧାର୍ମିକ ମାନେ ଆଜି ଦିନକୁ ଏଇଥି ପାଇଁ ମାନିଥାନ୍ତି କି ଯୀଶୁଙ୍କୁ ଅପ୍ରେଲ ୧୭ ରେ କୃଷରେ ବଦ୍ଧ କରି ୩ ଦିନପରେ ତାଙ୍କ ଜୀବନ ପୁନର୍ବାର ଯିଵିତ ହୋଇ ଏକ ଆଲୋକ ମାଧ୍ୟମରେ ନିଜର ପାଳକଙ୍କ ସାମନ୍ନାରେ ଦେଖା ଦେଇଥାନ୍ତି I ଅର୍ଥାତ ଗୁଡ଼ ଫ୍ରାଇଡେ ଦିନରେ ଯୀଶୁଙ୍କୁ କୃଷରେ ବଦ୍ଧ କରିବାର ଠିକ ୩ ଦିନପରେ ଯୀଶୁ ପୁନରୁର୍ଥାନ ହୋଇଥିବା ଦିନର ଭୋର ସକାଳେ ଉଠି ଖ୍ରୀଷ୍ଟିଆନ ମାନେ କବର ସ୍ତଳକୁ ଯାଆନ୍ତି ଓ ସେଠାରେ ନିଜ ନିଜ ପରିବାରର ମୃତ ବ୍ୟକ୍ତିଙ୍କ କବର ଉପରେ କେଣ୍ଡେଲ ଜଳେଇ ଯୀଶୁଙ୍କ ନାମରେ ଶାନ୍ତି ପୂର୍ଣ୍ଣ ଭାବରେ ପ୍ରାର୍ଥନା କରନ୍ତି ଓ ସେଠାରୁ ନିଜ ନିଜ ଘରକୁ ଫେରି ଯାଆଇଥାନ୍ତି I କିଛି ଘଣ୍ଟା ପରେ କୃଷ୍ଟ ଧର୍ମଵିଲମ୍ବି ମାନେ ନିଜ ନିଜ ଚର୍ଚ୍ଚ କୁ ଯାଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ସହ ଚର୍ଚ୍ଚ ପାଷ୍ଟରଙ୍କ ଠାରୁ ଯୀଶୁଙ୍କ ଜୀବନ ବାଣୀକୁ ଉଲେଖ କରୁଥିଲେ ଚର୍ଚ୍ଚ ରେ ଉପସ୍ଥିତ ଯୀଶୁଙ୍କ ପାଲୋକ ଓ ଧାର୍ମିକ ମାନେ ମନଧ୍ୟାନ ଦେଇ ଶୁଣିଥାନ୍ତି I ଏହି ଦିନକୁ ଇଷ୍ଟର ଦିନ ରୂପରେ ଚର୍ଚ୍ଚ ଠାରେ ବୟସ୍କ ଯୁବକ ଓ ଯୁବତୀ ମାନେ ନାଚ ଗୀତରେ ଧୁମ ଜମାଇଥାନ୍ତି ଓ ଆଜିର ଦିନରେ ବର୍ଷକୁ ଥରେ ହିଁ ପାଳନ କୋରାଯାଉଥିବା ଯୋଗୁଁ ଚଳିତ ବର୍ଷର ନୂତନ ଫଳ ଆମ୍ବକୁ କୁ ପ୍ରାର୍ଥନା କରି ଭଜନ କରିବାର ଆରମ୍ଭ କରିଥିବାର ଦେଖିବାକୁ ମିଳିଥିଲା I 

 ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର 

Related posts

ଧର୍ମଗଡ ଏନଏସି ପକ୍ଷରୁ ହର ଘର ତିରଙ୍ଗା ଓ ଭତ୍ତା ବଣ୍ଟନ କାର୍ଯକ୍ରମ

masiha

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

masiha

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଡକ ସୁରକ୍ଷା ମାସ ପାଳନ 

masiha

Leave a Comment

error: Content is protected !!