ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେମିଯୁଗଲ ଙ୍କ ଝୁଲନ୍ତା ମ୍ରୁତଦେହ ଠାବ

ପ୍ରେମିଯୁଗଲ ଙ୍କ ଝୁଲନ୍ତା ମ୍ରୁତଦେହ ଠାବ

ପ୍ରେମୀଯୁଗଳ ଙ୍କ ଝୁଲନ୍ତା ମୃତଦେହ ଠାବ କରିଛି ଆମପାଣି ପୋଲିସ । |ମୃତ ଦୁଇ ଜଣ ହେଲେ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ଦିଲ୍ଲୀପ ମୁଣ୍ଡ ଙ୍କ ପୁଅ ନିତେଶ ମୁଣ୍ଡ ଓ ଗୌମତୀ ସରାବୁ ବୋଲି ଜଣା ପଡିଛି |ଉଭୟେ ରାତି 2 ଟା ରୁ ନିଖୋଜ ଥିଲେ |ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ଯ କୌଣସି ସନ୍ଧାନ ମିଳି ପାରି ନ ଥିଲା ଆଜି ସକାଳୁ ଦୁଇ ଜଣ ଙ୍କ ଝୁଲନ୍ତା ମୃତ ଦେହ ଶୌଚ ଯିବା  ଲୋକେ ଦେଖିଥିଲେ | ଘଟଣା ସମ୍ପର୍କ ରେ ଆମପାଣି ପୋଲିସ କୁ ଖବର ଦେବା ପରେ ପୋଲିସ ପହଂଚି ମୃତ ଦେହ ଜବତ କରିଛି|ଏହା କୋକସରା ଅଞ୍ଚଳରେ ଚର୍ଚା ର ବିଷୟ ପାଲଟିଛି |

କଲାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

masiha

କଟନୀ ଛଟନୀକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

masiha

Leave a Comment

error: Content is protected !!