ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ଟୁକୁନା ସେଠୀଙ୍କୁ ସ୍ମୃତି ଶ୍ରଦ୍ଧାଂଜଳି 

ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ଟୁକୁନା ସେଠୀଙ୍କୁ ସ୍ମୃତି ଶ୍ରଦ୍ଧାଂଜଳି 

କଟକ : ଅଗ୍ରଣୀ ସାମାଜିକ ସଂଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ୪୨ ମୌଜା ବନ୍ତୁଣିଆ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସ୍ଵର୍ଗତ ଟୁକୁନା ସେଠୀଙ୍କ ସ୍ମୃତି ଚାରଣ ସଭା ପ୍ରତିଷ୍ଠାନର ସଭାପତି ବରିଷ୍ଠ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତି ସଭ୍ୟ ବିନୋଦ ବିହାରୀ ବେହେରା,ସଞ୍ଜୟ ମହାନ୍ତି,କ୍ଷୀରୋଦ ବେହେରା,ବିଷ୍ନୁ ଚରଣ ଦାଶ, ପ୍ରଭାତ ଖଟୁଆ,ମହନ୍ତ ହୃଦାନନ୍ଦ ବିଶ୍ଵାଳ,ସୁଶାନ୍ତ ତ୍ରୀପାଠୀ,ନାରାୟଣ ଚନ୍ଦ୍ର ମହାନ୍ତି,ରୁଦ୍ର ନାରାୟଣ ଦାସ,ଲକ୍ଷ୍ମୀଧର ସେଠୀ,ରମେଶ ଚନ୍ଦ୍ର ମଲ୍ଲିକ,ପ୍ରମୋଦ ବେହେରା,ନୃସିଂହ ଚରଣ ନାୟକ, ରଞ୍ଜିତ ମହାନ୍ତି,ଭାସ୍କର ଦାସ, ଜ୍ୟୋତି ରଞ୍ଜନ ଶାସେନୀ,ନାରାୟଣ ସେଠୀ,ତପନ କୁମାର ସେଠୀ, ଭାଗ୍ଯଧର ନାୟକ ଓ ସନ୍ତୋଷ ଭୋଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ବାସିନ୍ଦା ସ୍ମୃତି ଚାରଣ କରିବା ସହିତ ସ୍ଵର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବେଡ଼ାଗାଁ ଗ୍ରାମପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ରେଙ୍ଗାଳପାଲି ପଞ୍ଚାୟତ ର ନୂତନ ଧାନ ମଣ୍ଡି ଝରିଆଗୁଡା ଠାରେ ଉଦଘାଟନ କଲେ ଧର୍ମଗଡ ଉପ ଜିଲ୍ଲାପାଳ 

masiha

ଷ୍ଟ୍ରବେରୀ ଗାଁ ବାରବୁଲୀ : ଆତ୍ମ ନିର୍ଭର ପଥେ ନିୟମଗିରିର ଆଦିମ ଜନଜାତି ମହିଳା

Sunil Chandra Nayak

Leave a Comment

error: Content is protected !!