ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୋର୍ଟ ରେ ଆଇନଜୀବୀ ଦିବସ ପାଳିତ

ଜୁନାଗଡ଼ କୋର୍ଟ ରେ ଆଇନଜୀବୀ ଦିବସ ପାଳିତ

ଜୁନାଗଡ଼,୨୯/୪(ମନୀସ)ଜୁନାଗଡ଼ ଜେ ଏମଏଫ ସି କୋର୍ଟ ପରିସର ମଧ୍ୟରେ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସଂଘର ସଭାପତି ବାଳକୃଷ୍ଣ ଆଚାରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଉପସଭାପତି ଦିଗାମ୍ବର ନାଏକ,ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ ମଦନମୋହନ ସାହୁ,ସୁରେଶ ଚନ୍ଦ୍ର ପଣ୍ଡା, କୈଳାସ ଚୌଧୁରୀ,ଅଶୋକ କୁମାର ପାତ୍ର ,ବିଶ୍ୱନାଥ କର, ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ସେହିପରି ଏହିସଭାରେ ଅନନ୍ତ ନାରାୟଣ ବେହେରା, ରମେଶ ଚନ୍ଦ୍ର ନାଏକ,ଧନେଶ୍ୱର ନାଏକ, ଶିଶିର ପଟ୍ଟନାୟକ,ଅଶୋକ ପଣ୍ଡା, ଜୟଦେବ ସୁନାନୀ,ମିଳାପ ଚାନ୍ଦଜୈନ,ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ମଧୁବାବୁଙ୍କ ଶୃତି ଚାରଣ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ତରଫରୁ ପରିଚାଳନା ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

masiha

ଖଣ୍ଡାୟତ କ୍ଷତ୍ରିୟ ଚଷା ପାଇକ ସମାଜର ଜାତୀୟ ସମାବେଶ  ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାତୃତ୍ବଭାବ ସୃଷ୍ଟି ପାଇଁ ଗୁରୁତ୍ୱାରୋପ 

masiha

Leave a Comment

error: Content is protected !!