ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

 ମୟୂରଭଞ୍ଜ :୧୪/୦୫ // ରାଇରଙ୍ଗପୁର ଠାରେ ଆଜି ତା ୧୩-୦୫-୨୦୨୫ ରିଖ (ମଙ୍ଗଳବାର) ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ସ୍ଥଗିତ ରହିଛି । ଆଜିର ଉକ୍ତ ଯୁଗ୍ମ ଜନଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ (ବୁଧବାର ) ସକାଳ ୭ଘଟିକା ସମୟରେ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହେବ। ତେଣୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ନିଜ ନିଜ ଅଭିଯୋଗ ପତ୍ର ସଙ୍ଗରେ ଧରି ଆସନ୍ତା କାଲି ଜନ ଶୁଣାଣି ଶିବିରରେ ସମାଧାନ ପାଇଁ ଦାଖଲ କରିପାରିବେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ଆସନ୍ତା ୧୧ ରେ ….

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ରେ କଲୋପଳା ସରପଞ୍ଚ ଅଯୋଗ୍ୟ ଘୋଷିତ

masiha

Leave a Comment

error: Content is protected !!