ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

 ମୟୂରଭଞ୍ଜ :୧୪/୦୫ // ରାଇରଙ୍ଗପୁର ଠାରେ ଆଜି ତା ୧୩-୦୫-୨୦୨୫ ରିଖ (ମଙ୍ଗଳବାର) ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ସ୍ଥଗିତ ରହିଛି । ଆଜିର ଉକ୍ତ ଯୁଗ୍ମ ଜନଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ (ବୁଧବାର ) ସକାଳ ୭ଘଟିକା ସମୟରେ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହେବ। ତେଣୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ନିଜ ନିଜ ଅଭିଯୋଗ ପତ୍ର ସଙ୍ଗରେ ଧରି ଆସନ୍ତା କାଲି ଜନ ଶୁଣାଣି ଶିବିରରେ ସମାଧାନ ପାଇଁ ଦାଖଲ କରିପାରିବେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ପୁଣି ତେଜିଲା

Sunil Chandra Nayak

Leave a Comment

error: Content is protected !!