ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ରାଜ୍ୟ ପୋଲିସ୍ ମହାସଂଘ ସହ ସମ୍ପାଦକ ଭାବେ ନବରଙ୍ଗପୁର ଜିଲ୍ଲା ଠାରେ କାର୍ଯ୍ୟରତ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ 

ଓଡିଶା ରାଜ୍ୟ ପୋଲିସ୍ ମହାସଂଘ ସହ ସମ୍ପାଦକ ଭାବେ ନବରଙ୍ଗପୁର ଜିଲ୍ଲା ଠାରେ କାର୍ଯ୍ୟରତ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ 

ନବରଙ୍ଗପୁର:( ତା: ୧୬.୦୫.୨୦୨୫) (ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଶ୍ରୀ ଖଗେଶ୍ୱର ଖୋସଲା ଓଡିଶା ରାଜ୍ୟ ପୋଲିସ୍ ମହାସଂଘର ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି l ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ପୋଲିସ ଭାବେ ଓଡିଶା ପୋଲିସ ମହାସଂଘ ର ସହ ସମ୍ପାଦକ ନିର୍ବାଚିତ ହେବା ଯୋଗୁଁ ଏହି ବିଭାଗ ସହ ବଂଧୁ ପରିଜନ, ସହକର୍ମୀ ତଥା ଏହି ଅଂଚଳ ରେ ଖୁସିର ଲହରୀ ଖେଳି ଯାଇଛି ଓ ବିଭିନ୍ନ ମହଲରୁ ଶୁବେଛl ପ୍ରଦାନ କରାଯାଇଛି lନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଙ୍ଘ ଏହି ବିଷୟ ଜାଣିବା ପରେ ଶ୍ରୀ ଖୋସଲାଙ୍କୁ ପୁଷ୍ପଗୁଚ୍ଛ ଦେଉ ସ୍ୱାଗତ କରିଥିବାବେଳେ ଶ୍ରୀ ଖଗେଶ୍ୱର ଖୋସଲା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଲୋକଙ୍କ ସେବା ଜାରୀ ରଖିବାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ଶୋକ ପ୍ରକାଶ 

masiha

ଅବସର ପ୍ରାପ୍ତ ପୋଲିସ ବାବୁ ଙ୍କ ପୁଅ, ଠକି ନେଲେ ସାମ୍ବାଦିକ ଟଙ୍କା

Sunil Chandra Nayak

କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ  ମହିଳା ସମାବେଶ

masiha

Leave a Comment

error: Content is protected !!