ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

ବ୍ରହ୍ମପୁର (ମ ସୀ ହା) ୧୮/୦୫_ସ୍ଥାନୀୟ ଉତ୍କଳ ଆଶ୍ରମ ଉପର ମହଲା ଠାରେ ରବିବାର ଦିନ, ଅପରାହ୍ଣରେ “ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ଯ ସଂସଦ”, ବ୍ରହ୍ମପୁର (ଗଞ୍ଜାମ) ପକ୍ଷରୁ ବିଜୟ ମିଶ୍ର ଙ୍କ ପୌରହିତ୍ୟରେ ନାଟକ ସାହିତ୍ଯର ସାମାଜିକ ଉପାଦେୟତା” ଶୀର୍ଷକ ପ୍ରସଙ୍ଗରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେ୍ଷୀରେ ଆୟୋଜିତ କବିତା ଆସରରେ ବିଜୟ ମିଶ୍ର, ଡ଼ଃ ସନ୍ଧ୍ୟାରାଣି ପଟ୍ଟନାୟକ, ଇଞ୍ଜିନିୟର ଆଶୁତୋଷ ପାତ୍ର,ଶ୍ରଦ୍ଧାଞ୍ଜଳୀ ମିଶ୍ର ସମେତ ୫୦ ରୁ ଉର୍ଦ୍ଧ୍ବ କବି, ସାହିତ୍ୟିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥଲେ l 

( ମ ନି ସ )

Related posts

ସେବା ସପ୍ତାହ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସଚେତନତା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ପରିସରରେ “ବିକାଶ ବାହନ” ଯାତ୍ରାର ଶୁଭାରମ୍ଭ

masiha

୧- ବୋରାପଦା ଖମାରରେ ଉତ୍କଟ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ , ୨- ମାରୁଆଡି ମହିଳା ସମିତି ଓ ମାରୁଆଡି ସମାଜ ପକ୍ଷରୁ ଭାଗବତ ସପ୍ତାହର ମହାସମାରୋହରେ ପୂର୍ଣ୍ଣାହିତି ସମ୍ପନ୍ନ , ୩- ଅଙ୍ଗନବାଓ୍ବାଡି ଦିଦିଙ୍କ ବଦଳି ନିମନ୍ତେ ରତ୍ନପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!