ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

ବ୍ରହ୍ମପୁର (ମ ସୀ ହା) ୧୮/୦୫_ସ୍ଥାନୀୟ ଉତ୍କଳ ଆଶ୍ରମ ଉପର ମହଲା ଠାରେ ରବିବାର ଦିନ, ଅପରାହ୍ଣରେ “ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ଯ ସଂସଦ”, ବ୍ରହ୍ମପୁର (ଗଞ୍ଜାମ) ପକ୍ଷରୁ ବିଜୟ ମିଶ୍ର ଙ୍କ ପୌରହିତ୍ୟରେ ନାଟକ ସାହିତ୍ଯର ସାମାଜିକ ଉପାଦେୟତା” ଶୀର୍ଷକ ପ୍ରସଙ୍ଗରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେ୍ଷୀରେ ଆୟୋଜିତ କବିତା ଆସରରେ ବିଜୟ ମିଶ୍ର, ଡ଼ଃ ସନ୍ଧ୍ୟାରାଣି ପଟ୍ଟନାୟକ, ଇଞ୍ଜିନିୟର ଆଶୁତୋଷ ପାତ୍ର,ଶ୍ରଦ୍ଧାଞ୍ଜଳୀ ମିଶ୍ର ସମେତ ୫୦ ରୁ ଉର୍ଦ୍ଧ୍ବ କବି, ସାହିତ୍ୟିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥଲେ l 

( ମ ନି ସ )

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

masiha

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

Leave a Comment

error: Content is protected !!