ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ଦିନ ଏକ ଘଣ୍ଟା କାର୍ଯ୍ୟକ୍ରମ 

ଏକ ଦିନ ଏକ ଘଣ୍ଟା କାର୍ଯ୍ୟକ୍ରମ 

ଡାବୁଗାଁ, ୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟରେ “ଏକ ଦିନ ଏକ ଘଣ୍ଟା” କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମସ୍ତେ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଏକତ୍ରିତ ହୋଇ ଶପଥ ପାଠ କରିଥିଲେ | ପରେ ଏକ ରାଲିରେ ଯାଇ ବଜାର କରିକରମ କରି ସ୍ଵାଛତା ବାର୍ତ୍ତା ଦେଇଥିଲେ | ପରେ ଡାବୁଗାଁ ଦୂର୍ଗା ମଣ୍ଡପ, ବ୍ଲକ କାର୍ଯ୍ୟ|ଳୟ ଓ ଗାନ୍ଧୀ ପାର୍କ କୁ ସଫା କରଯାଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ବନରକ୍ଷୀ ପ୍ରକାଶ ସରକାର ଓ ମନୋରଞ୍ଜନ ନାୟକ, ବ୍ଲକ କର୍ମଚାରୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ ମାନେ, କଲେଜ ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ବି.ଆର.ସି ଅଭିଳାଷ ପଟ୍ଟନାୟକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଘର ଘର୍ ତ୍ରିରଙ୍ଗାର ଗୌରବ ବାର୍ତ୍ତା ନେଇ ଜୁନାଗଡ଼ରେ ବ୍ଲକସ୍ତରୀୟ ରାଲି 

Sunil Chandra Nayak

ବିଜାତଳା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବ୍ୟକ୍ତି ନିର୍ମାଣ ର ନିର୍ମାତା ଥିଲେ ପଣ୍ଡିତ ରଘୁନାଥ ମିଶ୍ର: ଡଃ ଘାସିରାମ ମିଶ୍ର

Sunil Chandra Nayak

Leave a Comment

error: Content is protected !!