ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ବାଇକ୍ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତର

କାର ବାଇକ୍ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତର

ଜୁନାଗଡ଼,୧୯/୬(ମନୀସ)ଜୁନାଗଡ ଥାନା ଅନ୍ତର୍ଗତ ଚିଚେଇଗୁଡା ଗ୍ରାମ ବୁଲାଣି ନିକଟ ରେ ସୋମବାର ସନ୍ଧ୍ୟା ରେ ଏକ କାର ଓ ବାଇକ୍ ମୁହଁl ମୁହିଁ ଧକ୍କା ହୋଇଛି l କାର ବାଇକ୍ ଦୁର୍ଘଟଣା ହେବା ଫଳ ରେ ବାଇକ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଛନ୍ତି l ସୂଚନା ମତେ ବୁଲେଟ୍(OD08U6103) ରେ ଦୁଇ ଜଣଯୁବକ ଧର୍ମଗଡ଼ ପଟୁ ଆସୁଥିବା ବେଳେ ଜୁନାଗଡ ପଟୁ ଏକ କ୍ରେଟା କାର (OD08T3707) ଯାଉଥିବା ବେଳେ ଚିଚେଇଗୁଡା ଛକ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଧକl ହେବା ଫଳ ରେ ବୁଲେଟ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି l ଗୁରୁତର ଦୁଇ ଜଣ ଙ୍କୁ ପ୍ରଥମେ ଜୁନାଗଡ ଡାକ୍ତର ଖାନା କୁ ଓ ପରେ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଥିଲା l ଗୁରୁତର ବାଇକ୍ ଆରୋହୀ ଦୁଇଜଣ ଭବlନିପାଟଣl ହୋଇଥିବା ସୂଚନା ମିଳିଛି l ଜୁନାଗଡ ପୋଲିସ ଘଟଣା ସ୍ଥଳରେ ପହଂଚି କାର ଓ ବୁଲେଟ୍ କୁ ଜବତ କରି ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆପୋଲ ହଷ୍ପିଟାଲ୍‍ରେ ଶ୍ରମିକ ମାରଣ ନୀତି ଓ ଜନସାଧାରଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖରେ ଗଣଧାରଣା

Sunil Chandra Nayak

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

ସରକାରୀ ଉଚ୍ଚ ବିଦ୍ୟାଳୟ, ଭଟାଙ୍ଗପଦର   ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

masiha

Leave a Comment

error: Content is protected !!