ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

ରାଉରକେଲା: ଆଜି ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ରାଉରକେଲା ଏବଂ ଲାଠିକଟା ଲାମ୍ପସର ମିଳିତ ଆନୁକୂଲ୍ୟରେ ହନୁମାନ ବାଟିକା ଓ ସରନା ପୂଜାସ୍ଥଳଠାରେ ସ୍ୱଚ୍ଛ ଭାରତ ଅଭିଯାନର ସଂକଳ୍ପରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ସ୍ଵଚ୍ଛତା କେବଳ ଗୋଟେ ନିତ୍ୟ ଅଭ୍ୟାସ ନୁହେଁ ମାତ୍ର ସୁସ୍ଥ ଓ ବିକଶିତ ସମାଜର ପରିଚୟ, ଏହା ମଧ୍ୟ ଉତ୍କୃଷ୍ଟ ସେବା ଏହି ଉକ୍ତିକୁ ଉପନିବନ୍ଧକ ସମବାୟ ସମିତି ଶ୍ରୀ ଉମାଶଙ୍କର ଦାସ, ସେଠାରେ ଉପସ୍ଥିତ କର୍ମଚାରୀମାନଙ୍କୁ କହିଥିଲେ, ଏସମୟରେ ଏ ଆର ସି ସ ଶ୍ରୀ ବିକାଶ ସାମଦ ଓ ଅନ୍ୟ ଲାମ୍ପସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଐତିହ୍ୟ ସମ୍ପନ୍ନ ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ 

Sunil Chandra Nayak

ପରିତ୍ୟକ୍ତ ଅବସ୍ଥାରେ ଥୁଆମୁଳ ରାମପୁର ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସାର୍ବଜନୀନ ଶୌଚାଳୟ – ବର୍ତ୍ତମାନ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!