ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

ଜିଲ୍ଲା ଭବାନିପାଟଣା ରକ୍ତ ଭଣ୍ଡାର ରେ କାର୍ଯ୍ୟରତ ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ହୃଦଘାତରେ ମୃତ୍ୟୁ ବରଣ  ରେ ଜାଣି ଆମ୍ଭେ ବହୁତ ଦୁଃଖିତ ଓ ମର୍ମାହତ। ଆମ Social Welfare Organisation, Kalahandi ପରିବାର ତରଫରୁ ଏପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଭଗଵାନ ସେମାନ ଙ୍କୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ। ତୁମର ଅବଦାନ ଆମେ କେହି ଭୁଲି ପାରିବୁନି , ଓମ୍ ଶାନ୍ତି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଆଗେ ଥଇଥାନ ପଛେ ଉଛେଦ ଦାବିରେ ଗୋପାଳବନ୍ଧ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରାଧାମୋହନ ଗଡ଼ନାୟକଙ୍କ କବିତାର ଅନ୍ତଃସ୍ବର ଜାତି ଓ ଦେଶମାତୃକା ପାଇଁ ଅଭିପ୍ରେତ ଥିଲା

Sunil Chandra Nayak

Leave a Comment

error: Content is protected !!