ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

 ମୟୂରଭଞ୍ଜ – ୨୬/୦୫ — ଵହଳଦା ଥାନା ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମର ଜନୈକ ବୃଦ୍ଧ ଙ୍କ ର ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୁରଦା ଯଶିପୁର ଗ୍ରାମର ପୁର୍ଣ ପାତ୍ର (୯୫) ବର୍ଷିୟ ବୃଦ୍ଧ ଶନିବାର ଦିନ ନିଜର ଭତ୍ତା ଆଣିବାକୁ ଯାଇ ଘରୁ ବାହାରି ଆସିଥିଲେ । ଶନିବାର ଦିନ ଘରକୁ ଫେରି ନ ଥିଲେ ।ରବିବାର ଦିନ ଅପରାହ୍ନରେ ଝରାଡିହି ର ଵହଳଦା ରୋଡ଼ ରେଲଓ୍ଵ ଷ୍ଟେସନ ଠାରୁ କିଛି ଦୂରରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲେ ।ଖବର ପାଇ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ଵହଳଦା ଥାନାରେ ଏକ କେଶ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ପାଚିକା ସହାୟୀକା ମଜଦୁର ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

Leave a Comment

error: Content is protected !!