ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

ମୟୂରଭଞ୍ଜ- ୨୭/୦୫ — ଵହଳଦା ଥାନା ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମର ଜନୈକ ବୃଦ୍ଧ ଙ୍କ ର ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୁରଦା ଯଶିପୁର ଗ୍ରାମର ପୁର୍ଣ ପାତ୍ର (୯୫) ବର୍ଷିୟ ବୃଦ୍ଧ ଶନିବାର ଦିନ ନିଜର ଭତ୍ତା ଆଣିବାକୁ ଯାଇ ଘରୁ ବାହାରି ଆସିଥିଲେ । ଶନିବାର ଦିନ ଘରକୁ ଫେରି ନ ଥିଲେ ।ରବିବାର ଦିନ ଅପରାହ୍ନରେ ଝରାଡିହି ର ଵହଳଦା ରୋଡ଼ ରେଲଓ୍ଵ ଷ୍ଟେସନ ଠାରୁ କିଛି ଦୂରରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲେ ।ଖବର ପାଇ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ଵହଳଦା ଥାନାରେ ଏକ କେଶ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ଦାଖଲ ଆରମ୍ଭ

Sunil Chandra Nayak

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

Sunil Chandra Nayak

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!