ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା ଉଦଯାପିତ

ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା ଉଦଯାପିତ 

ଜୁନାଗଡ଼,୪/୬(ମନୀସ )-ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ ଗତ ୨୫ଏପ୍ରିଲ ରୁ ୩୧ ମେ ମାସ ପର୍ଯନ୍ତ ଚାଲିଥିବା ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବେଡ଼ମୀଣ୍ଟନ ଆସୋସେଶନ ସଭାପତି ହିମାଂଶୁ ଶେଖର ବରାଡ଼, ସମ୍ମାନିତ ଅତିଥି ଭାବେ ସମ୍ପାଦକ ସମୀର କୁମାର ସାହୁ, କୋଷାଧକ୍ଷ ଦିଲୀପ କୁମାର ପଣ୍ଡା ଯୋଗ ଦେଇ ଖେଳାଳି ମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ନିଜ ଉଦବୋଧନ ରେ ଅତିଥି ମାନେ ଆଗାମୀ ଦିନରେ ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳି ଙ୍କୁ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ଖେଳିବା ପାଇଁ ପ୍ରସ୍ତୁତ କରାଯିବ ବୋଲି ନିଜ ଉଦବୋଧନ ରେ ପ୍ରକାଶ କରିଥିଲେ l ଶେଷରେ ଟ୍ରେନର ଜଲୀ ପରlଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ୍, ସନ୍ଧିମୁଣ୍ଡା(ବସନ୍ତ-୧୧) ଚାମ୍ପିଅନ୍

Sunil Chandra Nayak

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ 

Sunil Chandra Nayak

Leave a Comment

error: Content is protected !!