ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

ରାଉରକେଲା: ରାଉରକେଲା କଲେଜ, ରାଉରକେଲା ରେ ଯୁକ୍ତ ୩ କଳା ଓ ବାଣିଜ୍ୟ ବିଭାଗରେ ଇ ଆଡ଼ମିଶନ ଆରମ୍ଭ ହୋଇଛି। ଏହି ଆଡ଼ମିଶନ ଫେଜ ୧ ର ପ୍ରଥମ ରାଉଣ୍ଡ ୧୩,୧୬ ଓ ୧୭ ତାରିଖ ଦିନ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଆସନ୍ତା ୨୩,୨୪ ଓ ୨୫ ତାରିଖ ଦିନ ହେବ। ଏସଆରସି ରେ ଆଡ଼ମିଶନ ହେଉଥିବାରୁ ଛାତ୍ର ଛାତ୍ରୀ ମାନେ ଚୟସ କୁ ଫ୍ରିଜ କରି ଆଡ଼ମିଶନ ନେଉଛନ୍ତି। କଲେଜର ଅଧ୍ୟକ୍ଷ ଡ ରବିନ୍ଦ୍ର କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟାପିକା ବନ୍ଦନା ସୋରେନ, ଅଧ୍ୟାପିକା ଦୀପାଳି ପ୍ରଧାନ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ଅଧ୍ୟାପକ ରଞ୍ଜିତ ପ୍ରଧାନ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଶିବରାମ କୁମ୍ଭାର, ପ୍ରଶାନ୍ତ କୁମାର କର, ବୀରବର ସୁବୁଦ୍ଧି ପ୍ରମୁଖ ନାମଲେଖା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ମୁଖ୍ୟାଳୟରୁ ଆରମ୍ଭ ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସିଲା ଟ୍ରକ୍, ଚାଳକ ଗୁରୁତର

Sunil Chandra Nayak

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨,୩୪୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୫୯,୧୧,୦୭୪ ଟଙ୍କା ଆଦାୟ ହୋଇଅଛି

masiha

Leave a Comment

error: Content is protected !!