ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍କ୍ୱାଶ ପାଣି ବଣ୍ଟନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବିଜୁ ଛାତ୍ର ଜନତା ଦଳ ତରଫରୁ ରିଷିଡା ସାପ୍ତାହିକ ବଜାର ଠାରେ ସ୍କ୍ୱାଶ ପାଣି ବଣ୍ଟନ କରାଯାଇ ଥିଲା l କର୍ଲାମୁଣ୍ଡା ବିଜେଡ଼ିର ଛାତ୍ର ସଭାପତି ସଲିମ ଶେଖର ରଣାଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବ୍ଲକ ବିଜେଡି ସଭାପତି ସୁର ସାହୁ, ରିଷିଡା ସମିତି ସଭ୍ୟ ସିନୁ ବେହେରା, ରିଷିଡା ସରପଞ୍ଚ, ସେବତୀ ରଣା, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସିମାଞ୍ଚଳ ଭୋଇ, ଶିବଲାଲ କେଡ଼ିଆ, ନେମିଚାନ୍ଦ ଜୈନ, ନାଏବ ସରପଞ୍ଚ ନରେଶ କେଡ଼ିଆ, ତ୍ରିଶଙ୍କ ରଣା, ଲିଲୁ ନାଏକ, ବବଲୁ ଦଣ୍ଡସେନା, ସୁଶାନ୍ତ ମଲ୍ଲିକ ବୁଲୁ ଭୋଇ, ରିଟୁ ରଣା, ଲୁନା ଦାସ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କବିତା – ଦାନ

Sunil Chandra Nayak

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡାଯାଇଛି ପ୍ରଥମ ପାଣି

ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!