ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ବିଜେପି ନେତା ଙ୍କ ଅକାଳ ବିୟୋଗ

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରା ଗ୍ରାମର ବରିଷ୍ଠ ବିଜେପି ନେତା ଗୁଣନିଧି ମଶ୍ରା ଙ୍କ ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସେ ଆଜୀବନ ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି କାର୍ଯକର୍ତ୍ତା ଥିଲେ l ଶୁକ୍ରବାର ପୂର୍ବାହ୍ନ ସକାଳ ଚାରିଟାରୁ ଗାଧେଇ ସାରି ପୂଜାର୍ଚନା ପରେ ହଠାତ ଖଟରେ ବସିଥିବା ବେଳେ ମୃତ୍ୟୁବରଣ କରିଥିଲେ l ସେ ମେଳାପୀ ଓ ଭଦ୍ର ଯୋଗୁଁ ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ବିୟୋଗରେ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରକାଶ ମାଝୀ,ପୂର୍ବତନ ଏମପି ତଥା ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ, ପୂର୍ବତନ ଏମପି ପର୍ଶୁରାମ ମାଝୀ, ରାୟଗଡା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ରମେଶ ସାହୁ, ରାଜ୍ୟ କଂଗ୍ରେସ ସମ୍ପାଦକ ଖେମରାଜ ବାଘ, ପ୍ରେସ କ୍ଳବ ସଭାପତି ଦିଲୀପ ଦାସ,ମହମ୍ମଦ ହୁସେନ, ମକୁନ୍ଦ ଵେଶ୍ରା, ଶ୍ୟାମସୁନ୍ଦର ସୁନା,ବିଜେଡି ଯୁବ ନେତା ତ୍ରିନାଥ ଦାଶ, ମହମ୍ମଦ ଇକବାଲ, ପ୍ରତାପ ବାଘ, ଡମ୍ବରୁ ମାଝୀ, ପୁରୁଷୋତ୍ତମ ପାରି, ତ୍ରିଜନ ନାୟକ, ମଧୁସୂଦନ ନାୟକ, ଗୌରହରୀ ନାୟକ, ପ୍ରଦୀପ ପାଢ଼ୀ, ଦୁତିବାହନ ଖମାରି, କିଶୋର ଖମାରି, ମହମ୍ମଦ ଇନୁସ, ସରପଞ୍ଚ ଜଳନ୍ଧର ମାଝୀ, ପୌରଷ ମାଝୀ, ତଥା ଚନ୍ଦାହାଣ୍ଡି ବ୍ୟବସାୟୀ ସଙ୍ଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି l ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଶୋକ ପ୍ରକାଶ କରିଛନ୍ତି

ଚନ୍ଦାହାଣ୍ଡି  ଦିଲୀପ ଦାସ ଙ୍କ ରିପୋର୍ଟ

 

Related posts

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ 

Sunil Chandra Nayak

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଯୁଗାନ୍ତକାରୀ ଉପଲବ୍ଧି

Leave a Comment

error: Content is protected !!