ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗଡ଼ିଲା ଜନସଂଖ୍ୟା ସ୍ଥିରତା ସଚେତନତା ରଥ

କୋକସରା,୧୪/୭- (ମ ନି ସ ) କଳାହାଣ୍ଡି  ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନସଂଖ୍ୟା ସ୍ଥିରତା ସଚେତନତା ରଥକୁ ଡାକ୍ତରଖାନା ପରିସରରେ ସବୁଜ ପତାକା ଦେଖାଇ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଉଦଘାଟନ କରିଥିଲେ । ଏହି ସଚେତନତା ରଥ କୋକସରା ବ୍ଲକର ୨୨ ପଞ୍ଚାୟତ ପରିଭ୍ରମଣ କରି ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ପଦ୍ଧତି ସମ୍ବନ୍ଧରେ ସଚେତନ କରିବା ଲକ୍ଷ୍ୟରେ ବାହାରିଛି।ଏହି ଅବସରରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ରଞ୍ଜନ ସ୍ୱାଇଁ, ହିସାବ ରକ୍ଷକ କିରଣ ପାଣିଗ୍ରାହୀ, ବିଡିଏମ ଇଜାକ ଅହମଦ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମି ଓ ଡାକ୍ତରଖାନା ର କର୍ମଚାରୀ ଉପସ୍ଥିତ ରହିଥିଲେ।

Related posts

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ 

Sunil Chandra Nayak

କୋକସରା ତହସିଲ ସମ୍ମୁଖରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇଁ ଦାବୀ

Sunil Chandra Nayak

ଗଣପର୍ବ ନୁଆଁ ଖାଇ ଧୁମଧାମରେ ହେଲା ପାଳିତ:ଡାବୁଗାଁ

Sunil Chandra Nayak

Leave a Comment

error: Content is protected !!