ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ପୌରପରିଷ ନିର୍ବାଚନର ଅପରାହ୍ନ ୪ଟା ସୁଦ୍ଧା ମତଦାନ

ଭବାନୀପାଟଣା:୨୪/୩- ମ.ନି.ସ:- ଆଜି କଳାହାଣ୍ଡି ଜିଲ୍ଲାରେ ପୌରପରିଷ ନିର୍ବାଚନରେ ଭୋର୍ଟସ ମତଦାନ କରିଥିବା ସୂଚନାରୁ ଜଣାପଡିଛି ଯେ, ଅପରାହ୍ନ ୪ଟା ସୁଦ୍ଧା ଭବାନୀପାଟଣାରେ ମତଦାନ ୫୧.୩୮ ହୋଇଥିବାବେଳେ ପୁରୁଷ ମତଦାନ ୫୨.୧୫,ମହିଳା ହାର ୫୦.୬୨, ଧର୍ମଗଡର ୭୪.୭୦ ହାର ପୁରୁଷଙ୍କ ମତଦାନ ୭୫.୨୫ ମହିଳାଙ୍କ ହାର ୭୪.୧୦। ସେହିପରି ଜୁନାଗଡରେ ୭୧.୪୫ ଭୋଟ ପଡିଛି ପୁରୁଷଙ୍କ ୭୨.୫୨ ଓ ମହିଳାଙ୍କ ୭୦.୩୬, ସେହିପରି କେସିଙ୍ଗାରେ ମତଦାନ ୭୦.୯୯ ହୋଇଥିବା ବେଳେ ପୁରୁଷ ୬୭.୪୩ ଓ ମହିଳା ୭୪.୬୨ ହାର ମତଦାନ କରିଛନ୍ତି।

Related posts

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

ପୋଷାକ ବିତରଣ ଉତ୍ସବ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!