ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

ମୟୂରଭଂଜ – ୨୦/୦୬ —  ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡା ରେ ଥିଲା ଏସ ବି ଆଇ ଏଟିଏମ୍ ଦିର୍ଘଦିନ ହେଲାଣି ଅଚଳ ହୋଇପଡିଛି ,ଯାହାଫଳରେ ଦୈନନ୍ଦିନ ଲୋକେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପ୍ରାୟ ଏହି ଏଟିଏମ୍ ଉପରେ କୁସୁମୀ ବ୍ଲକର ୭/୮ ପଞ୍ଚାୟତରର ଲୋକେ ନିର୍ଭର କରିଥାନ୍ତି ରାଇରଙ୍ଗପୁର ଯିବାକୁ ହେଲେ ହାଟବାଦଡା ଠାରୁ ୧୦ ରୁ ୧୨ କିଲୋମିଟର ଯିବାକୁ ପଡିଥାଏ ଏଣୁ ଏଦିଗରେ ବିଭାଗିୟ କତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସାଧାରଣରେ ଦାବି ହେଉଛି ।ହାଟବାଦଡା ପଞ୍ଚାୟତ ସର୍ବଭାରତୀୟ ରାଜସ୍ବ ଆଦାୟ କ୍ଷେତ୍ରରେ ଦିତୀୟ ହୋଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ବିହାରରେ ପୁରସ୍କୃତ ହୋଇଥିଲା ।କିନ୍ତୁ ଡିଜିଟାଲ ଯୁଗରେ ଏହିଏଟିଏମ୍ ଉପରେ ସମସ୍ତେ ନିର୍ଭର କରନ୍ତି ।ତେଣୁ ଶିଘ୍ର କାର୍ଯ୍ୟକ୍ଷମ ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ୟୁରୋପର ଡେନମାର୍କ ରେ ବିଶେଷ ସତସଙ୍ଗର ଆୟୋଜନ 

masiha

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

masiha

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

masiha

Leave a Comment

error: Content is protected !!