ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଠାରେ ଜିଲା କ୍ଷତ୍ରିୟ ସମାଜ ବୈଠକ 

ଡାବୁଗାଁ ଠାରେ ଜିଲା କ୍ଷତ୍ରିୟ ସମାଜ ବୈଠକ 

ଡାବୁଗାଁ, ୨୨/୬ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ନିକଟ ବାଘବେଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲା କ୍ଷତ୍ରିୟ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବର୍ଷୀୟାନ ବ୍ୟକ୍ତି ମାନଙ୍କୁ ମଞ୍ଚାସିନ ହେବା ପରେ ସମ୍ମାନିତ କରା ଯାଇଥିଲା । ପରେ କ୍ଷତ୍ରୀୟ ସମାଜର ଜିଲା ସଭାପତି ଭାବେ ଦ୍ରିନାରାୟଣ ସିଂହ ଙ୍କୁ ଚୟନ କରାଯାଇଛି । ଏହି ଅବସରରେ ଦେବରାଜ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ପତନ ସିଂ, ମୋହନ ପରିଛା, କିଶୋର ସିଂ, ଭୁବନୀ ସୁର , ପ୍ରହଲ୍ଲାଦ ଭୁକ୍ତା, ଶୁରେସ ଜେନା ଏବଂ ଅନ୍ୟମାନେ ସଞ୍ଚାସିନ ଥିଲେ । ଜିଲା ର ବିଭନ୍ନ ବ୍ଲକ ରୁ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଭାଗ ନେଇଥିଲେ। ସମସ୍ତ ଆୟୋଜନ ର ତଦାରଖ ଡାବୁଗାଁ କ୍ଷତ୍ରିୟ ସମାଜ ପକ୍ଷରୁ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ଭୁକ୍ତା, ଜୟନ୍ତ କୁମାର ପାତ୍ର, ମିହିର ଶଙ୍କର ପାତ୍ର, ଉମେଶ ଚନ୍ଦ୍ର ପାତ୍ର, ସୁନୀଲ କୁମାର ପାତ୍ର, କିସର ସିଂ, ସନ୍ତୋଷ କୁମାର ପାତ୍ର, ମନୋଜ କୁମାର ପାତ୍ର, ଦିନେଶ ସିଂ,ପଦମ ସିଂ, ଦିବାନ ସିଂ, ମହେଶ କୁମାର ପାତ୍ର, ବିପିନ୍ ଭୁକ୍ତା, ଦେବୀ ପ୍ରସାଦ ସିଂ, ପୁରୁଷୋତ୍ତମ ସାମନ୍ତ, ମହେନ୍ଦ୍ର ଦଳାଇ , ଲୁଲୁ ରାୟ, ବିଜୟ ସିଂ, ବିଜୟୀ ସିଂ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

masiha

ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!