ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର 

କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ଅନ୍ତର୍ଗତରେ ଘଟିଛି ମର୍ମନ୍ଦୁନ୍ତ ଦୁର୍ଘଟଣା, ଦୁର୍ଘଟଣାରେ ଜଣେ ମୃତ ପାଞ୍ଚଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରୀରେ ସୁବାଷିନୀ ନାମକ ଏକ ବସ୍ ବରଯାତ୍ରୀ ଙ୍କୁ ନେଇ ଯୋଡ଼ା ଅଭିମୁଖେ ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା କାରଣ ସାହି ନିକଟରେ ଏକ ଟ୍ରକ୍ ପଛ ପଟକୁ ବସ୍ ଟି ଧକ୍କା ଦେବାରୁ ଘଟିଛି ଏହି ମର୍ମନ୍ଦୂନ୍ତ ଦୁର୍ଘଟଣା। ଏହି ଦୁର୍ଘଟଣା ରେ ଜଣେ ମୃତ ହୋଇଥିବା ବେଳେ ପାଞ୍ଚଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଆହତଙ୍କୁ ପ୍ରଥମେ ବାସୁଦେବପୁର ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ନେଇ ସୂଚନା।

ଯୋଡ଼ା ରୁ ଉର୍ମିଳା ପଣ୍ଡା ରିପୋର୍ଟ

Related posts

କୋଇଡା ପ୍ରେସ କ୍ଳବରୟ ୧୦ ଦିବସୀୟ ଦ୍ଵିଵାର୍ଷିକ ଊତ଼୍ସବରେ ଦୁଲୁକୁଛି କୋଇଡା 

masiha

ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ ସଚେତନତା ଶିବିର ଅନୁଷ୍ଠିତ

masiha

ପେହଲଗାଓ  ଗଣ ହତ୍ୟା ବିରୁଦ୍ଧ ରେ ହିନ୍ଦୁ ଏକତା ମଞ୍ଚ ପାଟଣାଗଡ଼ ତରଫରୁ ଏକ ବିଶାଲ ରେଲି ଶୋଭାଯାତ୍ରା

masiha

Leave a Comment

error: Content is protected !!