ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ନନ୍ଦଘରରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ନର୍ଲା(ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ କୁରମେଲ ଗ୍ରାମ ପଞ୍ଚାୟତ ଗୋର୍‌କେଲ୍‌ ନନ୍ଦଘର ଏବଂ ମାଣ୍ଡେଲ ଗ୍ରାମ ପଞ୍ଚାୟତ ମାଣ୍ଡେଲ ନନ୍ଦଘର ଠାରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରା ଯାଇଥିଲା ।ବେଦାନ୍ତ ନନ୍ଦଘର କାର୍ଯ୍ୟକ୍ରମ ଜରିଆରେ ପିସିଆଇ ଇଣ୍ଡିଆ ଦାୟିତ୍ତ୍ୱରେ ଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ବରେ ପାଳିତ ଏହି କାର୍ଯ୍ୟକ୍ରମରେ ଦୁଇଗୋଟି ନନ୍ଦଘର ଠାରେ କିଶୋରୀ ବାଳିକା ମାନଙ୍କୁ ଆଶା,ଅଙ୍ଗନୱାଡ଼ି କର୍ମୀ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଉପରେ ସୂଚନା ଦେବା ପରେ ଟେଲିଭିଜନ ମାଧ୍ୟମରେ ସଚେତନ କରା ଯାଇଥିଲା।ତତ୍‌ ସହ ପରିଚ୍ଛନ୍ନତା ଏବଂ ଦୈନନ୍ଦିନ ବ୍ୟବହାର ଉପରେ ସଚେତନ କରା ଯାଇଥିଲା। କାର୍ଯ୍ୟକ୍ରମରେ ପିତାମ୍ବର ଗଉଡ଼,କୁମୁଦିନୀ ସାହାଣୀ,ଶଶୀରେଖା ଦୀପ,ଲବଣୀ ଭୋଇ,କେତକୀ ଧଙ୍ଗଡ଼ା ମାଝୀ ସମେତ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ  

Sunil Chandra Nayak

କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?

masiha

Leave a Comment

error: Content is protected !!