ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଉପରେ ଡ୍ରେନ ପାଣି ଏନ ଏ ସି ଅସହାୟ

ରାସ୍ତା ଉପରେ ଡ୍ରେନ ପାଣି ଏନ ଏ ସି ଅସହାୟ

ଜୁନାଗଡ଼୨୪/୬(ମନୀସ )- ସର୍ବ ପୁରାତନ ଏନ ଏ ସି ଜୁନାଗଡ଼ ଭୈରବ ନଗର ପଡା ରାସ୍ତା ଉପରେ ନାଲି ପାଣି ବହୁଛି l ଦିନେ ନୁହିଁ ହିଁ ଦି ଦିନ ନୁହେଁ ବର୍ଷ ବର୍ଷ ଧରି ଏହି ନାଲି ପାଣି ରାସ୍ତା ଉପରେ, ଏନ ଏ ସି ନିରବ ଦ୍ରଷ୍ଟା l ସୂଚନା ମତେ ୱlର୍ଡ ନମ୍ବର 5/6 ବାସି ବ୍ୟବହାର କରୁଥିବା ଏହି ରାସ୍ତା ଭୈରବ ଖେଳ ପଡିଆ ଓ ଭାଈରୀଗୁଡା, ମାଲପଡl କୁ ସଂଯୋଗ କରୁଅଛି l କିଛି ବର୍ଷ ପୂର୍ବେ ଏଠି ନୂଆ ଏକ ପଡା ଗଢି ଉଠିଛି, ନୂଆ ରାସ୍ତା ଓ ନାଲି ପାଇଁ ବାରମ୍ବାର ଦାବୀ ପରେ କିଛି ରାସ୍ତା ଓ ନାଲି ତିଆରି ହେଲା ମାତ୍ର ସମ୍ପୂର୍ଣ ନାଲି ତିଆରି ହୋଇ ପାରିଲା ନାହିଁ, ଯା ଫଳରେ ନାଲି ପାଣି ରାସ୍ତା ଉପରେ ବହି ଚାଲିଛି l ନା ପ୍ରଶାସନ ଶୁଣୁଛି ନା ରାଜନେତା ବାସ ନିର୍ବାଚନ ଆସିଲେ ଶାସକ ବିରୋଧୀ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି l ବାଧ୍ୟ୍ୟ ହୋଇ ଜନସାଧାରଣ ଏହି ନାଲି ପାଣି ପ୍ରବାହିତ ରାସ୍ତା ଉପରେ ଚାଲୁଛନ୍ତି l ଦେଖିବାକୁ ରହିଲା ପ୍ରଶାସନ କେବେ ଦୟା କରୁଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

Sunil Chandra Nayak

କୁମଝରିଆ ହାଇସ୍କୁଲରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବିଧବା ପତ୍ନୀଙ୍କୁ ସାହାଯ୍ୟ କଲା ଧର୍ମଗଡ଼ ଉପଖଣ୍ଡ ବସ କର୍ମଚାରୀ ସଂଘ

Sunil Chandra Nayak

Leave a Comment

error: Content is protected !!