ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟରେ ଶ୍ରମିକମାନଙ୍କ ହିତକୁ ଦୃଷ୍ଟିରେ ରଖି ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାର ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ମଜୁରୀ ଅନୁଯାୟୀ ଅଣ କୁଶଳୀ ₹୩୨୬, ଅର୍ଦ୍ଧ କୁଶଳୀ ₹୩୬୬, କୁଶଳୀ ₹୪୧୬ ଏବଂ ଉଚ୍ଚ କୁଶଳୀ ଶ୍ରମିକମାନେ ଦୈନିକ ₹୪୭୬ ସର୍ବନିମ୍ନ ମଜୁରୀ ପାଇବେ।

ମଇ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରମିକମାନେ ହେଉଛନ୍ତି ବିକାଶର ମୂଳ ଆଧାର। ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ କାର୍ଯ୍ଯକାରୀ ହୋଇଥିବା ଯୋଜନାରେ ସାମିଲ ହୋଇ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

ମଞ୍ଚ।ଗାଁ ଗ୍ରାମ ପଞ୍ଚାୟତ ଜଳବନ୍ଦୀ ଅଞ୍ଚଳ ଟାଙ୍ଗନି କୋଟ ଓ ବାଗ୍ରା :ବର୍ଷେ ହେଲା ନାଂହାନ୍ତି ଆଶା କର୍ମୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!