ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଶିକ୍ଷକ ଙ୍କ ବିୟୋଗରେ ଶୋକସଭା

ଉତ୍କେଲା,୦୧/୦୮, ( ମ ନି ସ) ,ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଧିର ର ଦୁଇ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାଧାମୋହନ ସାହୁ,ଶ୍ରୀଯୁକ୍ତ ବମନ ପୋଲେୟା ଚଳିତବର୍ଷ ରେ ଇହଧାମ ତ୍ୟାଗ କରିଥିଲେ।ତାଙ୍କରି ଅମର ଆତ୍ମା ର ସଦଗତି ନିମନ୍ତେ ପୁରାତନ ଛାତ୍ର ହିମାଂଶୁ ଶେଖର ପ୍ରଧାନ,ଗୌତମ ଜୈନ ଗିରିଜା କୁମାର ବେହେରା, ପିଙ୍କୁ ନାଏକ ସହକର୍ମି ଶିକ୍ଷକ ଶରତ ଚନ୍ଧ୍ର ପ୍ରଧାନ,ନରେନ୍ଧ୍ର ପ୍ରଧାନ,ବିରଞ୍ଚି ନାରାୟଣ ପ୍ରଧାନ, ଉପସ୍ଥିତ ରହି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୁରାତନ ଛାତ୍ର ମଧ୍ୟରେ ପଞ୍ଚୁନାଥ ପୁଟେଲ,ସୁରେଶ କୁମାର ମିଶ୍ର,ଅର୍ଜୁନ ପୋଢ,ତୁଶାର କୁମାର ସିଂ, ପ୍ରମୁଖ ଶୋକବ୍ୟକ୍ତ କରି ଦୁହେଁ ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସାଧନା ପଣ୍ଡା ଙ୍କ କବିତା ବଡ ଦେଉଳିଆ ଠାକୁର 

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା

ସାପ କାମୁଡାରେ ଯୁବକର ମୃତ

Sunil Chandra Nayak

Leave a Comment

error: Content is protected !!