ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆଳି ଏବଂ ପଟ୍ଟାମୁଣ୍ଡାଇ ଗସ୍ତ, ଓ ବାତ୍ୟା ପ୍ରସ୍ତୁତି ସମୀକ୍ଷା

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆଳି ଏବଂ ପଟ୍ଟାମୁଣ୍ଡାଇ ଗସ୍ତ, ଓ ବାତ୍ୟା ପ୍ରସ୍ତୁତି ସମୀକ୍ଷା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା, ଆଜି ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ଆଳି ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତ କରି ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି | ଜିଲ୍ଲାପାଳ ଏହି ବ୍ଲକ ଅନ୍ତର୍ଗତ ନଦୀପାର୍ଶ୍ୱବର୍ତ୍ତୀ ଅବସ୍ଥିତ ଗ୍ରାମ ପଞ୍ଚାୟତ ଗୁଡିକ ଗସ୍ତ କରିଥିଲେ | ପରେ ଜିଲ୍ଲାପାଳ ବାତ୍ୟା ପ୍ରସ୍ତୁତିକୁ ନେଇ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ, ରାଜସ୍ବ ) ନବକ୍ରିଷ୍ଣ ଜେନା ଓ ରବୀନ୍ଦ୍ର କୁମାର ମଲ୍ଲିକ, ଆଳି ଓ ପଟ୍ଟାମୁଣ୍ଡାଇ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଚକ ଅଖ ବନ୍ଦରେ ଜନଜୀବନ ବିପର୍ଯ୍ୟସ୍ତ : ଢେଙ୍କାନାଳ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ

Sunil Chandra Nayak

ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳନର ଉଦଯାପନୀ ଦିବସରେ ଆଲୋଚନା ଚକ୍ର

Sunil Chandra Nayak

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

Leave a Comment

error: Content is protected !!