ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପକୁ ଧରି ମେଡିକାଲରେ ଯୁବକ, ରୋଗୀ ଏବଂ ଡାକ୍ତର ଛାନିଆଁ 

ସାପକୁ ଧରି ମେଡିକାଲରେ ଯୁବକ, ରୋଗୀ ଏବଂ ଡାକ୍ତର ଛାନିଆଁ 

ଅନୁଗୁଳ (ମନିସ )26/7/25 — ଅନୁଗୁଳ ମେଡିକାଲ ପରିସରରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ଜଣେ ଯୁବକକୁ ଏକ ସାଟ କାମୁଡି ଦେବାରୁ ସେ ସେହି ସାପକୁ ଧରି ସିଧା ମେଡିକାଲକୁ ଆସିଥିଲେ।ମେଡ଼ିକାଲକୁ ସାଟ ଧରି ଆସିବା ଦେଖି ରୋଗୀ ଡାକ୍ତର ସମସ୍ତେ ଏକ ପ୍ରକାର ଛାନିଆଁ ହୋଇପଡିଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ ନିଶା ଥାନା ଅନ୍ତର୍ଗତ ନିଶା ଥାନା ଅନ୍ତର୍ଗତ କାଳିଆକଟା ଗାଁ ର ବବୁଲ ଭୋଇଙ୍କ ଦାଦା ଘରେ ଏକ ବିଷଧର ସର୍ପ ପଶି ଯାଇଥିଲା।ତେବେ ବବୁଲ ସେହି ସର୍ପକୁ ଧରିବାକୁ ଯାଇଥିବା ବେଳେ ସର୍ପ ଚୋଟ ମରିଥିଲା। ଆଉ ସେଇ ସାପକୁ ଧରି ବବୁଲ ସିଧା ମେଡିକାଲ୍ ଟିକେଟ କାଉଣ୍ଟରରେ ପହଞ୍ଚିଥିଲେ। ସାପକୁ ଦେଖି ରୋଗୀ ମାନେ ଭୟରେ ଏଣେ ତେଣେ ଧାଁ ଦୌଡ଼ କରିଦେଇ ଥିଲେ। ଏ ଖବର ମେଡିକାଲ କତୃପକ୍ଷ ଜାଣିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ସର୍ପକୁ ଉଦ୍ଧାର କରାଯାଇଥିବା ବେଳେ ବବୁଲକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବବୁଲ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଶାର ଜଣାଶୁଣା ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆର ପାରିରେ

masiha

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

Sunil Chandra Nayak

ପଦ୍ମଶ୍ରୀ ପୁରସ୍କାର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ , ଛୁଟୁଛି ଚାରିଆଡୁ ଶୁଭେଚ୍ଛା ର ସୁଅ

Sunil Chandra Nayak

Leave a Comment

error: Content is protected !!