ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଲରେ ଟଳି ପଡିଲେ ଚାଷୀ

ବିଲରେ ଟଳି ପଡିଲେ ଚାଷୀ

 ମୟୂରଭଂଜ- ୨୭/୦୭ — ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବଡବାଇକଳା ଗ୍ରାମର ଗୁରୁପ୍ରସାଦ ମହାନ୍ତି( ୭୦) ଆଜି ରବିବାର ଦିନ ବିଲକୁ ଚାଷ କାମରେ ଯାଇଥିଲେ ।ହଠାତ୍ ବିଲରେ ଟଳି ପଡ଼ିଥିଲେ ।ପରିବାର ଲୋକେ ତାଙ୍କୁ ତୁରନ୍ତ ରାଇରଙ୍ଗପୁର‌ହସ୍ପିଟାଲକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

 ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର.

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ଵାରା ବନ୍ଧଗୁଡା ଅଙ୍ଗନ୍ବାଡି କର୍ମୀ ଅଯୋଗ୍ୟ ଘୋଷିତ

Sunil Chandra Nayak

ଗାଁ ର ଗରିବ,କୃଷକ, ଯୁବକ,ମହିଳା, ଆଦିବାସୀ ଙ୍କ ବିକାଶ ପାଇଁ ବ୍ୟାଙ୍କ ଋଣ ଦିଅ. ସାଂସଦ ନିରଞ୍ଜନ

masiha

Leave a Comment

error: Content is protected !!