ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଲରେ ଟଳି ପଡିଲେ ଚାଷୀ

ବିଲରେ ଟଳି ପଡିଲେ ଚାଷୀ

 ମୟୂରଭଂଜ- ୨୭/୦୭ — ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବଡବାଇକଳା ଗ୍ରାମର ଗୁରୁପ୍ରସାଦ ମହାନ୍ତି( ୭୦) ଆଜି ରବିବାର ଦିନ ବିଲକୁ ଚାଷ କାମରେ ଯାଇଥିଲେ ।ହଠାତ୍ ବିଲରେ ଟଳି ପଡ଼ିଥିଲେ ।ପରିବାର ଲୋକେ ତାଙ୍କୁ ତୁରନ୍ତ ରାଇରଙ୍ଗପୁର‌ହସ୍ପିଟାଲକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

 ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ନବ ବର୍ଷର ସୁଭେତ୍ସା ବାଣ୍ଟିଲେ, ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର କାର୍ଯ୍ୟକର୍ତ୍ତା

Sunil Chandra Nayak

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ

Sunil Chandra Nayak

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

masiha

Leave a Comment

error: Content is protected !!